ଆପରାଧିକ ମାମଲା ଥିବା ରାଜନେତାଙ୍କ ବିରୋଧରେ କଠୋର ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପରାଧୀକ ମାମଲାରେ ଅଭିଯୁକ୍ତ ହୋଇ ରାଜନୀତି କରୁଥିବା ରାଜନେତାଙ୍କ ପାଇଁ କଠୋର ହେଉଛନ୍ତି ସୁପ୍ରିମ୍‌ କୋର୍ଟ। ସେମାନଙ୍କ ବିଚାରଧୀନ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ  ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର କୋର୍ଟ ଗଠନ ହୋଇପାରିଲେ ଏସବୁ ମାମଲାର  ଶୀଘ୍ର ଶୁଣାଣି ହୋଇପାରିବ ବୋଲି କୋର୍ଟ କହିଛନ୍ତି। ଆଉ ଏଥିପାଇଁ ଆବଶ୍ୟକ ହେଉଥିବା ଫଣ୍ଡ ବାବଦରେ ସଂମ୍ପୁର୍ଣ୍ଣ ବିବରଣୀ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି […]

download (1)

download (1)

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 09:09 PM IST

Sports

Latest News

ନୂଆଦିଲ୍ଲୀ: ଆପରାଧୀକ ମାମଲାରେ ଅଭିଯୁକ୍ତ ହୋଇ ରାଜନୀତି କରୁଥିବା ରାଜନେତାଙ୍କ ପାଇଁ କଠୋର ହେଉଛନ୍ତି ସୁପ୍ରିମ୍‌ କୋର୍ଟ। ସେମାନଙ୍କ ବିଚାରଧୀନ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରିବାକୁ  ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର କୋର୍ଟ ଗଠନ ହୋଇପାରିଲେ ଏସବୁ ମାମଲାର  ଶୀଘ୍ର ଶୁଣାଣି ହୋଇପାରିବ ବୋଲି କୋର୍ଟ କହିଛନ୍ତି। ଆଉ ଏଥିପାଇଁ ଆବଶ୍ୟକ ହେଉଥିବା ଫଣ୍ଡ ବାବଦରେ ସଂମ୍ପୁର୍ଣ୍ଣ ବିବରଣୀ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୩ ତାରିଖରେ ହେବ।

୨୦୧୪ ସାଧାରଣ ନିର୍ବାଚନ ସମୟରେ ୧୫୮୧ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିଲା। ଏମାନଙ୍କ ମଧ୍ୟରୁ କେତେ ଜଣ ଦୋଷୀ ସାବ୍ୟସ୍ତ ହେଲେ, ଏସବୁ ମାମଲାର ଶୁଣାଣି ପାଇଁ କେତେ ସମୟ ଲାଗିଲା ଓ କେତେଟି ମାମଲା ବର୍ତ୍ତମାନ ମଧ୍ୟ ବିଚାରଧୀନ ରହିଛି ସେସବୁ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦ ଓ ବିଧାୟକ ଦୋଷୀ ସାବ୍ୟସ୍ତ ହେଲେ ନିର୍ବାଚନ ଲଢ଼ିବାରୁ ସେମାନଙ୍କୁ ଆଜୀବନ ବାସନ୍ଦ କରିବା ପାଇଁ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟ ନିକଟରେ ଏକ ପ୍ରସ୍ତାବ ଦେଇଥିଲେ । ଏହି ମାମଲାର ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କୁ  ଏହି ନିର୍ଦ୍ଦେଶ ଦେଇଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story