ଆଧାର ଆଇନର ସାମ୍ବିଧାନିକ ବୈଧତାକୁ ନେଇ ପ୍ରଶ୍ନବାଚୀ, ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆଧାର ଆଇନର ସାମ୍ବିଧାନିକ ବୈଧତା ଅଛି କି ନାହିଁ, ତାହା ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ଆଧାରକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।  ଆଧାର ଡାଟାବେସ୍ ନାଗରିକଙ୍କ ରାଇଟ୍-ଟୁ-ପ୍ରାଇଭେସିକୁ ଉଲ୍ଲଂଘନ କରୁଛି ବୋଲି  ସେମାନେ ଅଭିଯୋଗ କରିଛନ୍ତି। ଲୋକଙ୍କ ଆଇଜ୍ ସ୍କାନ ଓ ଫିଙ୍ଗର୍ ପ୍ରିଣ୍ଟ ନିଆଯାଉଥିବାରୁ ଏହାକୁ ବିରୋଧ କରାଯାଉଛି । ତା ଛଡ଼ା ଆଧାର ତଥ୍ୟ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ପିଟିସନରେ ଦର୍ଶାଯାଇଛି।ସୂଚନାଯୋଗ୍ୟ, କିଛି ଦିନ […]

download (1)

download (1)

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 06:46 PM IST

Sports

Latest News

ନୂଆଦିଲ୍ଲୀ: ଆଧାର ଆଇନର ସାମ୍ବିଧାନିକ ବୈଧତା ଅଛି କି ନାହିଁ, ତାହା ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ଆଧାରକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।  ଆଧାର ଡାଟାବେସ୍ ନାଗରିକଙ୍କ ରାଇଟ୍-ଟୁ-ପ୍ରାଇଭେସିକୁ ଉଲ୍ଲଂଘନ କରୁଛି ବୋଲି  ସେମାନେ ଅଭିଯୋଗ କରିଛନ୍ତି। ଲୋକଙ୍କ ଆଇଜ୍ ସ୍କାନ ଓ ଫିଙ୍ଗର୍ ପ୍ରିଣ୍ଟ ନିଆଯାଉଥିବାରୁ ଏହାକୁ ବିରୋଧ କରାଯାଉଛି । ତା ଛଡ଼ା ଆଧାର ତଥ୍ୟ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ପିଟିସନରେ ଦର୍ଶାଯାଇଛି।ସୂଚନାଯୋଗ୍ୟ, କିଛି ଦିନ ତଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ରାଇଟ୍ ଟୁ  ପ୍ରାଇଭେସି ହେଉଛି ମୌଳିକ ଅଧିକାର । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଏହାକୁ ବାଧ୍ୟତାମୂଳକ କରିଥିବାରୁ ଅଧାର ଆଇନ୍ ପ୍ରଣୟନ ଯୋଗୁ କେନ୍ଦ୍ର ସରକାରଙ୍କୁ ଶକ୍ତ ଧକ୍କା ଲାଗିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story