କାଲି ଆଧାର ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଧାର ବାଧ୍ୟତାମୂଳକ ମାମଲା। ଆସନ୍ତା କାଲି ସର୍ବୋଚ୍ଚ ନ୍ୟାୟାଳୟରେ ଆଧାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।  ଆସନ୍ତାକାଲି ଅପରାହ୍ନ ୨ଟା ବେଳେ ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଫୋନ୍‌ ନମ୍ବର, ପାନ୍‌ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ସମେତ ବିଭିନ୍ନ ସରକାରୀ ଯୋଜନାରେ ଆଧାରକାର୍ଡ ଲିଙ୍କ୍‌କୁ କେନ୍ଦ୍ର ସରକାର […]

supreme-court

supreme-court

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 03:19 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଧାର ବାଧ୍ୟତାମୂଳକ ମାମଲା। ଆସନ୍ତା କାଲି ସର୍ବୋଚ୍ଚ ନ୍ୟାୟାଳୟରେ ଆଧାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।  ଆସନ୍ତାକାଲି ଅପରାହ୍ନ ୨ଟା ବେଳେ ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ଫୋନ୍‌ ନମ୍ବର, ପାନ୍‌ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ସମେତ ବିଭିନ୍ନ ସରକାରୀ ଯୋଜନାରେ ଆଧାରକାର୍ଡ ଲିଙ୍କ୍‌କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି। ତେଣୁ ଏହାକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଜନସ୍ୱାର୍ଥ ମାମଲା କୋର୍ଟରେ ଦାଖଲ ହୋଇଛି।

କେନ୍ଦ୍ର ସରକାର ଗତ ଡିସେମ୍ବର ୧ ତାରିଖରେ ସୁପ୍ରିମକୋର୍ଟକୁ ଆଧାର ଲିଙ୍କ୍‌ର ଅବଧି ୩୧ ମାର୍ଚ୍ଚକୁ ବଢ଼ାଇବା ପାଇଁ କହିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏହାକୁ ମଞ୍ଜୁର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story