ପତ୍ନୀ ନାବାଳିକା ହୋଇଥିଲେ ଶାରୀରିକ ସଂପର୍କ ଅପରାଧ, ଦୁଷ୍କର୍ମ ବୋଲି ଧରାଯିବ

ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ଏକ ଅପରାଧ। ଏଣିକି ଏହାକୁ ଦୁଷ୍କର୍ମ ବୋଲି ଧରାଯିବ। ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଜଣେ ନାବାଳିକା ପତ୍ନୀ ଏନେଇ ପୋଲିସ୍‌ ପାଖରେ ଅଭିଯୋଗ କରିପାରିବେ ବୋଲି କୋର୍ଟ କହିଛନ୍ତି। ଏହା ଦେଶର ୨.୩ କୋଟି ନାବାଳିକା ପତ୍ନୀଙ୍କ ଅଧିକାରକୁ ଅକ୍ଷୁଣ୍ଣ ରଖିବ। ଆଜି କୋର୍ଟଙ୍କ ଏହି ରାୟ ଆସିବା ପୂର୍ବରୁ ଇଣ୍ଡିଆନ ପେନାଲ୍ କୋଡ୍‌ (ଆଇପିସି)ର ଧାରା […]

supremcourt

supremcourt

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 02:04 PM IST

Sports

Latest News

ନୂଆଦିଲ୍ଲୀ: ୧୮ ବର୍ଷରୁ କମ୍ ବୟସର ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ଏକ ଅପରାଧ। ଏଣିକି ଏହାକୁ ଦୁଷ୍କର୍ମ ବୋଲି ଧରାଯିବ। ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଜଣେ ନାବାଳିକା ପତ୍ନୀ ଏନେଇ ପୋଲିସ୍‌ ପାଖରେ ଅଭିଯୋଗ କରିପାରିବେ ବୋଲି କୋର୍ଟ କହିଛନ୍ତି। ଏହା ଦେଶର ୨.୩ କୋଟି ନାବାଳିକା ପତ୍ନୀଙ୍କ ଅଧିକାରକୁ ଅକ୍ଷୁଣ୍ଣ ରଖିବ।

ଆଜି କୋର୍ଟଙ୍କ ଏହି ରାୟ ଆସିବା ପୂର୍ବରୁ ଇଣ୍ଡିଆନ ପେନାଲ୍ କୋଡ୍‌ (ଆଇପିସି)ର ଧାରା ୩୭୫ରେ ବଳାତ୍କାର ଆଇନରେ ଏକ ବିଶେଷ ବ୍ୟବସ୍ଥା ଥିଲା। ଏହି ବ୍ୟବସ୍ଥା ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କର ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରକ୍ଷା କଲେ ମଧ୍ୟ ଅପରାଧୀ ଶ୍ରେଣୀଭୁକ୍ତ ହେଉ ନଥିଲେ। ତେବେ ଏଭଳି ବିଶେଷ ବ୍ୟବସ୍ଥା ସମ୍ବିଧାନର ଅବମାନନା କରିବା ସହିତ ନାବାଳିକା ପତ୍ନୀମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ସୁପ୍ରିମ୍‌କୋର୍ଟ ଆଜି କହିଛନ୍ତି।

ଧାରା ୩୭୫ରେ ଥିବା ଉକ୍ତ ବ୍ୟବସ୍ଥା ନ୍ୟାୟୋଚିତ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ସରକାର ଯୁକ୍ତି ଦର୍ଶାଇ ଥିଲେ ଯେ ଏବେ ବି ଦେଶରେ ବାଲ୍ୟ ବିବାହ ଚାଲିଛି। ଏହା ଦେଶର ବାସ୍ତବ ସ୍ଥିତି। ଏଭଳି ବିବାହଗୁଡ଼ିକୁ ସୁରକ୍ଷା ଦେବାକୁ ପଡ଼ିବ। କିନ୍ତୁ କୋର୍ଟ ଏସବୁ ଯୁକ୍ତିକୁ ଖାରଜ କରି ଦେଇଛନ୍ତି।

ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ୍ ସେପ୍ଟେମ୍ବର ୬ ତାରିଖରେ କହିଥିଲେ ଯେ ଯେତେବେଳେ ଝିଅମାନଙ୍କ ପାଇଁ ବିବାହ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ ରଖାଯାଇଛି ସେତେବେଳେ ସଂସଦ କିପରି ଏକ ବିଶେଷ ବ୍ୟବସ୍ଥା କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story