ପାକିସ୍ତାନ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ବର୍ଷେ ପୂରିଲା

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ଆଜି ବର୍ଷେ ପୂରିଛି। ଆଜିର ଦିନରେ ଅର୍ଥାତ ସେପ୍ଟେମ୍ବର ୨୯, ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ସୀମାରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ୍।  ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ନିୟନ୍ତ୍ରଣରେଖା ପାଖରେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ର କିଛି ଲଞ୍ଚ୍ ପ୍ୟାଡ୍‌ରେ ଆତଙ୍କବାଦୀ ଏକାଠି ହୋଇଥିବାର ସୂଚନା ମିଳିଥିଲା। ଏମାନେ ଜମ୍ମୁ-କାଶ୍ମୀରରେ […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 03:29 AM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ଆଜି ବର୍ଷେ ପୂରିଛି। ଆଜିର ଦିନରେ ଅର୍ଥାତ ସେପ୍ଟେମ୍ବର ୨୯, ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ସୀମାରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ୍।  ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ନିୟନ୍ତ୍ରଣରେଖା ପାଖରେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ର କିଛି ଲଞ୍ଚ୍ ପ୍ୟାଡ୍‌ରେ ଆତଙ୍କବାଦୀ ଏକାଠି ହୋଇଥିବାର ସୂଚନା ମିଳିଥିଲା। ଏମାନେ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବା ସହ ଭାରତର ବିଭିନ୍ନ ସହର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିଲା।  ଏହାପରେ ଭାରତୀୟ ସେନାର ଏକ ଟିମ୍ ପିଓକେକୁ ଯାଇ ସର୍ଜିକାଲ୍ ଅପରେସନ୍ କରିଥିଲେ।

ସର୍ଜିକାଲ ଷ୍ଟ୍ରାଇକରେ ଭାରତୀୟ ସେନା ପିଓକେର ପ୍ରାୟ ୩ କିଲୋମିଟର ଭିତରକୁ ଯାଇଥିଲା।  ମଧ୍ୟରାତିରେ ଆରମ୍ଭ ହୋଇଥିଲା ଅପରେସନ୍।  ପିଓକେର ୭ଟି ଲଞ୍ଚପ୍ୟାଡ୍‌ ଉପରେ ହମଲା କରି ବହୁ କ୍ଷୟକ୍ଷତି ଘଟାଇଥିଲେ ଭାରତୀୟ ଯବାନ।  ଏଥିରେ ପ୍ରାୟ ୪୦ ଆତଙ୍କବାଦୀ ନିହତ ହୋଇଥିଲେ। ଅପରେସନକୁ ସଫଳତାର ଶେଷ କରି ଫେରିଆସିଥିଲେ ଭାରତୀୟ ଯବାନ।  ଏହି ଅପରେସନ୍ ବେଳେ ଭାରତୀୟ ସେନାର କୌଣସି କ୍ଷତି ହୋଇ ନ ଥିଲା।

ଆହୁରି ପଢ଼ନ୍ତୁ- ସର୍ଜିକାଲ ଷ୍ଟ୍ରାଇକ୍‌ର ସତ କାହାଣୀ କହିଲେ ମୁଖ୍ୟ ନାୟକ: ଅପରେଶନ ପରେ ଫେରିବା ଅସମ୍ଭବ ଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story