ଆଉ କିଛି ସମୟ ପରେ ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେବେ ସୁଷମା ସ୍ୱରାଜ

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): କାଉଣ୍ଟଡାଉନ୍‌ ଆରମ୍ଭ। ଆଉ କିଛି ସମୟପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେବେ। ଲଗାତର ଦ୍ୱିତୀୟ ଥର ପାଇଁ ସୁଷମା ଜାତିସଂଘରେ ଭାରତର ପକ୍ଷ ରଖିବେ। ସେ ତାଙ୍କ ଭାଷଣ ହିନ୍ଦୀରେ ଦେବେ ବୋଲି ଆଶା କରାଯାଉଛି। ଆତଙ୍କବାଦ, ଜାତିସଂଘର ସୁରକ୍ଷା ପରିଷଦରେ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ ଓ ଏକବିଂଶ ଶତାବ୍ଦୀରେ ଭାରତର ଭୂମିକା ସମ୍ପର୍କରେ ସୁଷମା ବକ୍ତବ୍ୟ ରଖିପାରନ୍ତି ବୋଲି ଅନୁମାନ କରାଯାଉଛି। ସେପଟେ ଗତକାଲି […]

sushma-swaraj-during-un-general-assembly

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 08:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): କାଉଣ୍ଟଡାଉନ୍‌ ଆରମ୍ଭ। ଆଉ କିଛି ସମୟପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେବେ। ଲଗାତର ଦ୍ୱିତୀୟ ଥର ପାଇଁ ସୁଷମା ଜାତିସଂଘରେ ଭାରତର ପକ୍ଷ ରଖିବେ। ସେ ତାଙ୍କ ଭାଷଣ ହିନ୍ଦୀରେ ଦେବେ ବୋଲି ଆଶା କରାଯାଉଛି। ଆତଙ୍କବାଦ, ଜାତିସଂଘର ସୁରକ୍ଷା ପରିଷଦରେ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ ଓ ଏକବିଂଶ ଶତାବ୍ଦୀରେ ଭାରତର ଭୂମିକା ସମ୍ପର୍କରେ ସୁଷମା ବକ୍ତବ୍ୟ ରଖିପାରନ୍ତି ବୋଲି ଅନୁମାନ କରାଯାଉଛି। ସେପଟେ ଗତକାଲି ଜାତିସଂଘରେ ପାକିସ୍ତାନକୁ ଭାରତ କଡା ଜବାବ ଦେଇଥିଲା। ପାକିସ୍ତାନ ଆତଙ୍କାବାଦୀମାନଙ୍କ ପାଇଁ ସବୁଠାରୁ ପବିତ୍ର ସ୍ଥାନ ପାଲଟିବା ସହ ପାକିସ୍ତାନକୁ ଟେରୋରିସ୍ତାନ ସହ ତୁଳନା କରିଥିଲେ ଜାତିସଂଘରେ ଭାରତର ପ୍ରଥମ ସଚିବ ଇନମ୍ ଗାମ୍ଭୀର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story