ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲେ ସୁଷମା

ୱାସିଂଟନ: ନ୍ୟୁୟର୍କର ଜାତିସଂଘରେ ଶନିବାର ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜର ଅଭିଭାଷଣ ରଖିଛନ୍ତି। ୮ଟି ରାଷ୍ଟ୍ରକୁ ସମ୍ବୋଧନ କରିଥିଲେ ହିନ୍ଦୀରେ ଅଭିଭାଷଣ  ରଖିଥିଲେ   ସୁଷମା।  ଏହି ଅବସରରେ ସେ  ମୋଦି ସରକାରଙ୍କ ଜନହିତକର ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ।  ସେହିପରି  ସେ ପାକିସ୍ତାନ ଉପରେ ମଧ୍ୟ ବର୍ଷିଥିଲେ। କହିଥିଲେ ଭାରତ ଦାରିଦ୍ର୍ୟ ବିରୋଧରେ ଲଢେଇ ଜାରି ରଖିଛି। କିନ୍ତୁ ପାକିସ୍ତାନ ଭାରତ ବିରୋଧରେ ଲଢେଇ କରୁଛି। ପାକିସ୍ତାନ ହେଉଛି ଆତଙ୍କବାଦୀ ରାଷ୍ଟ୍ର।  ଆଉ […]

susama-1

susama-1

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 09:50 PM IST

Sports

Latest News

ୱାସିଂଟନ: ନ୍ୟୁୟର୍କର ଜାତିସଂଘରେ ଶନିବାର ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜର ଅଭିଭାଷଣ ରଖିଛନ୍ତି। ୮ଟି ରାଷ୍ଟ୍ରକୁ ସମ୍ବୋଧନ କରିଥିଲେ ହିନ୍ଦୀରେ ଅଭିଭାଷଣ  ରଖିଥିଲେ   ସୁଷମା।  ଏହି ଅବସରରେ ସେ  ମୋଦି ସରକାରଙ୍କ ଜନହିତକର ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ।  ସେହିପରି  ସେ ପାକିସ୍ତାନ ଉପରେ ମଧ୍ୟ ବର୍ଷିଥିଲେ। କହିଥିଲେ ଭାରତ ଦାରିଦ୍ର୍ୟ ବିରୋଧରେ ଲଢେଇ ଜାରି ରଖିଛି। କିନ୍ତୁ ପାକିସ୍ତାନ ଭାରତ ବିରୋଧରେ ଲଢେଇ କରୁଛି।

ପାକିସ୍ତାନ ହେଉଛି ଆତଙ୍କବାଦୀ ରାଷ୍ଟ୍ର।  ଆଉ ଭାରତ ସବୁ ବେଳେ ଶାନ୍ତି ଚାହେଁ। ଉଦ୍‌ବୋଧନ ଦେଲା ବେଳେ ସୁଷମା କହିଥିଲେ, ଯେ ଭାରତ କେତେ ଡାକ୍ତର, ଇଞ୍ଜିନିୟର ଏବଂ ଶିକ୍ଷାବିତ୍‌ଙ୍କୁ ଗଢିଛି। ପାକିସ୍ତାନ କ’ଣ ତିଆରି କରିଛି ବୋଲି ସେ ପ୍ରଶ୍ନ କରିଥିଲେ।  ସେହିପରି ବିଶ୍ୱରେ ଆତଙ୍କବାଦ ବଢ଼ି ଥିବା ସେ କହିଛନ୍ତି। ଏହାର ମୁକାବିଲା କରିବା ପାଇଁ ସମଗ୍ର ବିଶ୍ୱ ଏକାଠି ହେବା ଚିତ୍‌ ବୋଲି ସେ କହିଥିଲେ।  ୭୨ତମ ଅଧିବେଶନରେ ସ୍ୱରାଜ କହିଛନ୍ତି ଦାରିଦ୍ର୍ୟତା ଦୂର ପାଇଁ ମୋଦି ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ଜନଧନ ଯୋଜନାରେ ୩୦ କୋଟି ଲୋକଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲା ଯାଇଛି। ମହିଳାଙ୍କ ସୁବିଧା ପାଇଁ ଉଜ୍ୱଳା ଯୋଜନାରେ ଗ୍ୟାସ୍‌ ସିଲିଣ୍ଡର୍‌  ବ୍ୟବସ୍ଥା କରାଯାଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story