ଜାତିସଂଘରେ ସୁଷମାଙ୍କ ଅଭିଭାଷଣ ପରେ ପାକିସ୍ତାନ ଛାନିଆ: ଭାରତକୁ କହିଲା ଆତଙ୍କବାଦର ଜନନୀ

ନୂଆଦିଲ୍ଲୀ:ଭାରତ ପାକିସ୍ତାନ ବାକ୍ ଯୁଦ୍ଧ ମିଳିତ ଜାତିସଂଘ ପରି ଅନ୍ତର୍ଜାତୀୟ ମଞ୍ଚରେ ଉଭୟ ପକ୍ଷ ପରସ୍ପରକୁ ଜୋରଦାର ଆକ୍ରମଣ କରିଛନ୍ତି। ବିଶ୍ୱ ସମୁଦାୟ ସାମ୍ନାରେ ମୁଖା ଖୋଲିଯିବା ପରେ ଇସଲାମାବାଦ ଛାନିଆ। ଗତକାଲି ସୁଷମା ସ୍ୱାରାଜ ଯେଉଁ ପ୍ରହାର କରିଥିଲେ, ତାର ଉତ୍ତର ରଖିଛି ପାକିସ୍ତାନ। ପାକିସ୍ତାନର ମିଡିଆରେ ମଧ୍ୟ ଏହାକୁ ନେଇ ଜୋରଦାର ଚର୍ଚ୍ଚା । ସୁଷମାଙ୍କ ଭାଷଣର ଉତ୍ତର ଦେଇ ପାକିସ୍ତାନର ରାଷ୍ଟ୍ରଦୂତ ମଲିହା ଲୋଧି କହିଛନ୍ତି, ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଛି । […]

ind-1

ind-1

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 07:23 PM IST

ନୂଆଦିଲ୍ଲୀ:ଭାରତ ପାକିସ୍ତାନ ବାକ୍ ଯୁଦ୍ଧ ମିଳିତ ଜାତିସଂଘ ପରି ଅନ୍ତର୍ଜାତୀୟ ମଞ୍ଚରେ ଉଭୟ ପକ୍ଷ ପରସ୍ପରକୁ ଜୋରଦାର ଆକ୍ରମଣ କରିଛନ୍ତି। ବିଶ୍ୱ ସମୁଦାୟ ସାମ୍ନାରେ ମୁଖା ଖୋଲିଯିବା ପରେ ଇସଲାମାବାଦ ଛାନିଆ। ଗତକାଲି ସୁଷମା ସ୍ୱାରାଜ ଯେଉଁ ପ୍ରହାର କରିଥିଲେ, ତାର ଉତ୍ତର ରଖିଛି ପାକିସ୍ତାନ। ପାକିସ୍ତାନର ମିଡିଆରେ ମଧ୍ୟ ଏହାକୁ ନେଇ ଜୋରଦାର ଚର୍ଚ୍ଚା ।

ସୁଷମାଙ୍କ ଭାଷଣର ଉତ୍ତର ଦେଇ ପାକିସ୍ତାନର ରାଷ୍ଟ୍ରଦୂତ ମଲିହା ଲୋଧି କହିଛନ୍ତି, ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଛି । ନିଜ ଦେଶର ଦୋଷ ଘୋଡ଼ାଇବାକୁ ଯାଇ ସେ ଭାରତକୁ ଦକ୍ଷିଣ ଏସିଆରେ ଆତଙ୍କବାଦର ଜନନୀ ବୋଲି କହିବାକୁ ପଛାଇ ନାହାନ୍ତି। ବେଲୁଚିସ୍ତାନରେ ଆତଙ୍କବାଦ ଲାଗି ନୂଆ ଦିଲ୍ଲୀକୁ ଦାୟୀ କରିଛନ୍ତି ପାକିସ୍ତାନର ରାଷ୍ଟ୍ରଦୂତ।

ସେପଟେ ସୁଷମାଙ୍କ ଭାଷଣକୁ ନେଇ ଭାରତରେ ମଧ୍ୟ ରାଜନୀତି । ସୁଷମା କହିଥିଲେ, ୭୦ ବର୍ଷ ଭିତରେ ଭାରତ ସରକାର ବିକାଶକୁ ଧ୍ୟାନ ଦେଇଛନ୍ତି। ଏହା ପରେ ରାହୁଲ ଗାନ୍ଧି ଟ୍ୱଟ୍ କରି ସୁଷମାଙ୍କୁ ଧନ୍ୟବାଦ ଦେଇଛନ୍ତି । କଂଗ୍ରେସ ସରକାରର ଅବଦାନକୁ ସ୍ୱୀକୃତି ମିଳିଥିବା କହିଛନ୍ତି ରାହୁଲ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story