ଗୁହାରି ପରେ ବି ଖୋଲିନେଲେ ମଙ୍ଗଳସୂତ୍ର

ନୂଆଦିଲ୍ଲୀ: ପାକିସ୍ତାନର କାର୍ଯ୍ୟଶୈଳୀକୁ ଧିକ୍କାରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରି ସୁଷମା କହିଛନ୍ତି ପଡୋଶୀ ରାଷ୍ଟ୍ରର ଏଭଳି ଆଚରଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ମା’ ତା ପୁଅକୁ ଭଟିବାକୁ ଯାଇଥିବା ବେଳେ ତା ସାମ୍ନାରେ କାଚ ପାଚରୀ ଛିଡା କରିବା ଓ ସୁହାଗ ସନ୍ତକ ବେକର ମଙ୍ଗଳସୂତ୍ରରୁ ଉତାରିବାକୁ କହିବା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ ଯେତେ କଡା ଭାଷାରେ ସମାଲୋଚନା କରାଗଲେ ମଧ୍ୟ କମ୍‌ ହେବ। ସୂଚନା ଯୋଗ୍ୟ, ଗତ […]

pak.....

pak.....

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 06:17 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର କାର୍ଯ୍ୟଶୈଳୀକୁ ଧିକ୍କାରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରି ସୁଷମା କହିଛନ୍ତି ପଡୋଶୀ ରାଷ୍ଟ୍ରର ଏଭଳି ଆଚରଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ମା’ ତା ପୁଅକୁ ଭଟିବାକୁ ଯାଇଥିବା ବେଳେ ତା ସାମ୍ନାରେ କାଚ ପାଚରୀ ଛିଡା କରିବା ଓ ସୁହାଗ ସନ୍ତକ ବେକର ମଙ୍ଗଳସୂତ୍ରରୁ ଉତାରିବାକୁ କହିବା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ ଯେତେ କଡା ଭାଷାରେ ସମାଲୋଚନା କରାଗଲେ ମଧ୍ୟ କମ୍‌ ହେବ।

ସୂଚନା ଯୋଗ୍ୟ, ଗତ ୨୫ ତାରିଖରେ କରାଚିର ଏକ ଜେଲରେ ବନ୍ଦି ଭାବେ ରହିଥିବା କୂଳଭୁଷଣ ଯାଧବଙ୍କୁ ତାଙ୍କ ମା’ ଅବନ୍ତିକା ଓ ପତ୍ନୀ ଚେତନା ଯାଇଥିଲେ। ପୂର୍ବ ରାଜନୈତିକ ବାର୍ତ୍ତା ମୁତାବକ ଏଭଳି ଭେଟ ସମ୍ଭବ ହୋଇଥିବା ବେଳେ ଏହି ଦୁଇ ଭାରତୀୟ ମହିଳାଙ୍କ ପ୍ରତି ପାକିସ୍ତାନ ସୁରକ୍ଷା ଆଳ ଦେଖାଇ ଅତି ନିଷ୍ଠୁର ଭାବେ ଅପମାନିତ କରିଛି। ଏପରିକି ଯାଦବଙ୍କ ପତ୍ନୀଙ୍କ ଜୋତାକୁ ମଧ୍ୟ କାଢି ନିଆଯାଇଥିଲା। ଏଥିରେ କୌଣସି ମେମୋରି ଚିଫ୍‌ ଲାଗିଥିବା ଅନୁମାନ କରି ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି।

ସୁଷମା ଏହି ବିବୃତି ରାଜ୍ୟସଭାରେ ରଖିଥିବା ବେଳେ ଲୋକସଭାରେ ମଧ୍ୟ ଏ ସମ୍ପର୍କରେ ବକ୍ତବ୍ୟ ରଖିବେ। ନିକଟରେ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡ ସମ୍ପର୍କିତ ମାମଲାକୁ ଭାରତର ହସ୍ତକ୍ଷେପ ଫଳରେ ଆସ୍ୱସ୍ଥି ମିଳିଥିଲା। ଆନ୍ତରାଷ୍ଟ୍ରିୟ ସ୍ତରରେ ଏହାକୁ ନେଇ କଡା ସମାଲୋଚନା କରାଯିବା ପରେ ମୃତ୍ୟୁଦଣ୍ଡରୁ ମୁକ୍ତି ପାଇଥିଲେ କୁଳଭୂଷଣ। ଏଣୁ ଆଗାମୀ ଦିନରେ ତାଙ୍କୁ ବେଆଇନ୍‌ କାରାବରଣରୁ ମଧ୍ୟ ମୁକ୍ତି ମିଳିବ ବୋଲି କହିଛନ୍ତି ସୁଷମା।

ସୂଚନାଯୋଗ୍ୟ, ଭାରତ ପକ୍ଷରୁ ପାକିସ୍ତାନରେ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଭିଯୋଗରେ କୁଳଭୂଷଣଙ୍କୁ ଗିରଫ କରାଯାଇଥିଲା। ମାତ୍ର ଅଦ୍ୟାବଧି ଏହି ଘଟଣାର ସତ୍ୟତା ଉପରେ ପ୍ରଶ୍ନବାଚୀ ଲାଗି ରହିଛି। ଏଣୁ କେଉଁ ଆଧାରରେ ଜଣେ ସାଧାରଣ ଭାରତୀୟ ନାଗରିକଙ୍କୁ ଏଭଳି ବନ୍ଦୀ ବନାଯିବ ସେ ନେଇ ବିଶ୍ୱବ୍ୟାପୀ ତର୍ଜମା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story