୧୭ ବର୍ଷ ଲୁଚିବା ପରେ ଧରାପଡିଲା ଏହି ଆତଙ୍କୀ: ଜାଣନ୍ତୁ କ’ଣ ରଚିଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ: କଥାରେ ଅଛି, ପାପ କେବେ ଲୁଚି ରହେନି। କୌଣସି ଅପରାଧ କରିବାକୁ ଯେତେ ଯୋଜନା କଲେ ବି କିଛି ନାଁ କିଛି ଭୁଲ କରିଥାଏ। ଏହାର ବହୁ ଉଦାହରଣ ରହିଛି। ତେବେ ଆଜି ଗିରଫ ହୋଇଥିବା ଜଣେ ବ୍ୟକ୍ତି ପାଇଁ ଏହି ଉଦାହରଣ ଶତ ପ୍ରତିଶତ ପ୍ରମାଣିତ ହୋଇଛି। କାରଣ ବ୍ୟକ୍ତି ଜଣଙ୍କ ଦେଶଦ୍ରୋହ କରି ୧୭ ବର୍ଷ ହେଲା ଲୁଚି ବୁଲୁଥିଲା। ହେଲେ ତା’ର ଏହି ଲୁଚକାଳି ଖେଳର ଅନ୍ତ ଘଟିଛି। ଲାଲ୍‌ କିଲା […]

lalkila

lalkila

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 09:58 AM IST

Sports

Latest News

ନୂଆଦିଲ୍ଲୀ: କଥାରେ ଅଛି, ପାପ କେବେ ଲୁଚି ରହେନି। କୌଣସି ଅପରାଧ କରିବାକୁ ଯେତେ ଯୋଜନା କଲେ ବି କିଛି ନାଁ କିଛି ଭୁଲ କରିଥାଏ। ଏହାର ବହୁ ଉଦାହରଣ ରହିଛି। ତେବେ ଆଜି ଗିରଫ ହୋଇଥିବା ଜଣେ ବ୍ୟକ୍ତି ପାଇଁ ଏହି ଉଦାହରଣ ଶତ ପ୍ରତିଶତ ପ୍ରମାଣିତ ହୋଇଛି। କାରଣ ବ୍ୟକ୍ତି ଜଣଙ୍କ ଦେଶଦ୍ରୋହ କରି ୧୭ ବର୍ଷ ହେଲା ଲୁଚି ବୁଲୁଥିଲା। ହେଲେ ତା’ର ଏହି ଲୁଚକାଳି ଖେଳର ଅନ୍ତ ଘଟିଛି। ଲାଲ୍‌ କିଲା ଆକ୍ରମଣଙ୍କ ଏହି ସନ୍ଦଗ୍ଧ ବିଲାଲ ଅହମଦ କାୱାକୁ ପୋଲିସ୍‌ ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟର ନ୍ୟାସନାଲ ଏୟାର ପୋର୍ଟରୁ ଗିରଫ କରିଛି।

ଦିଲ୍ଲୀ ପୋଲିସ୍‌ ଓ ଗୁଜରାଟ ଏଟିଏସ୍‌ ମିଳିତ ଉଦ୍ୟମରେ ଲସ୍କର-ଏ-ତୋଏବାର ସନ୍ଦିଗ୍ଧ ବିଲାଲକୁ କରାଯାଇଛି।

୨୨ ଡିସେମ୍ବର ୨୦୦୦ରେ ଆତଙ୍କବାଦୀମାନେ ଲାଲ୍‌ କିଲା ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଥିଲେ। ଏହି ମାମଲାରେ କୋର୍ଟ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇ ସାରିଛନ୍ତି। ହେଲେ ଘଟଣା ପରଠାରୁ ବିଲାଲ ଲୁଚି ବୁଲୁଥିଲା।

ମାମଲାର ତଦନ୍ତ ବେଳେ ଜଣାପଡିଥିଲା, ଆକ୍ରମଣ ପାଇଁ ଲସ୍କର-ଏ-ତୋଏବା ୨୯ ଲକ୍ଷ ୫୦ ହଜାର ଟଙ୍କା ଯୋଗାଇ ଥିଲା। ଏହି ଟଙ୍କାକୁ ଆକ୍ରମଣ ଯୋଜନାର ମୁଖ୍ୟ ଆରିଫ ହୱାଲା ଜରିଆରେ ବିଲାଲର ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲା।

ଆକ୍ରମଣ ପରଠାରୁ ବିଲାଲ କାଶ୍ମୀରରେ ଲୁଚି ଥିଲା। ଗୁଜରାଟ ଏଟିଏସ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା ବିଲାଲା କାଶ୍ମୀରରୁ ଦିଲ୍ଲୀ ଆସୁଛି। ଏହାପରେ ଗୁଜରାଟ ଏଟିଏସ୍‌ ଦିଲ୍ଲୀ ପୋଲିସ୍‌ ସହ ଯୋଗାଯୋଗ କରିଥିଲା। ପରେ ମିଳିତ ଅପରେସନ୍‌ରେ ବିଲାଲ ଧରା ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story