‘ଜୀବନ ପ୍ରତି ବିପଦ ଅଛି’ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଶୁଭେନ୍ଦୁ ଅଧିକାରୀ କୋଲକାତା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶୁଭେନ୍ଦୁ।  ନିକଟରେ ସେ ମନ୍ତ୍ରୀ ପଦ ଓ ଟିଏମସି ଛାଡ଼ିବା ପରେ ରାଜ୍ୟ ସରକାର ଶୁଭେନ୍ଦୁଙ୍କ ପାଖରେ ଥିବା ସମସ୍ତ ସୁରକ୍ଷା ପ୍ରତ୍ୟାହାର କରିଥିଲେ। ଏହାପରେ ଝୁଟ କର୍ପୋରେସନର ଅଫ ଇଣ୍ଡିଆର ଅଧ୍ୟକ୍ଷ ହୋଇଛନ୍ତି। କେନ୍ଦ୍ର ସରକାର ଏହି ପଦରେ ନିଯୁକ୍ତ କରିବା ପରେ ତାଙ୍କୁ ଜେଡ୍ ପ୍ଲସ […]

SUVENDU-ADHIKARI

SUVENDU-ADHIKARI

Subhransu Sekhar
  • Published: Wednesday, 13 January 2021
  • Updated: 13 January 2021, 06:22 PM IST

Sports

Latest News

କୋଲକାତା: ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଶୁଭେନ୍ଦୁ ଅଧିକାରୀ କୋଲକାତା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶୁଭେନ୍ଦୁ।

 ନିକଟରେ ସେ ମନ୍ତ୍ରୀ ପଦ ଓ ଟିଏମସି ଛାଡ଼ିବା ପରେ ରାଜ୍ୟ ସରକାର ଶୁଭେନ୍ଦୁଙ୍କ ପାଖରେ ଥିବା ସମସ୍ତ ସୁରକ୍ଷା ପ୍ରତ୍ୟାହାର କରିଥିଲେ। ଏହାପରେ ଝୁଟ କର୍ପୋରେସନର ଅଫ ଇଣ୍ଡିଆର ଅଧ୍ୟକ୍ଷ ହୋଇଛନ୍ତି। କେନ୍ଦ୍ର ସରକାର ଏହି ପଦରେ ନିଯୁକ୍ତ କରିବା ପରେ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଛି।

ହେଲେ ଶୁଭେନ୍ଦୁ ହାଇକୋର୍ଟରେ ଏଭଳି ଆବେଦନ କରି କହିଛନ୍ତି, ଜେଡ୍ ପ୍ଲସ ସୁରକ୍ଷା ବେଳେ ରାଜ୍ୟ ସରକାର ଯେଉଁ ସୁରକ୍ଷା ଯୋଗାଉଥିଲେ ତାହା ଯୋଗାଉ ନାହାନ୍ତି। ତେଣୁ ନିକଟରେ ହୋଇଥିବା ନନ୍ଦିଗ୍ରାମର ସଭା ଏବଂ ଅନ୍ୟାନ୍ୟ ସଭା ବେଳେ ଗଣ୍ଡଗୋଳ ଓ ହିଂସା ହୋଇଛି। ଜାନୁଆରୀ 3ରେ ନନ୍ଦିଗ୍ରାମରେ ରାଲି କରିବା ବେଳେ ଶୁଭେନ୍ଦୁଙ୍କ ଅଫିସ ଭଙ୍ଗାରୁଜା ହୋଇଛି। ଶାସକ ଦଳ ଟିଏମସିର କର୍ମୀ ଏଭଳି କରିଥିବା ଅଭିଯୋଗ ରହିଛି।

ଏବେ ଆବେଦନ ଜରିଆରେ ଶୁଭେନ୍ଦୁ ରାଜ୍ୟ ପୁଲିସ ମୁଖିଆଙ୍କୁ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story