ଅଲମ୍ପିକ୍‌ରେ ୨୩ଥର ସାଉଁଟିଲେ ସ୍ୱର୍ଣ୍ଣ ପଦକ, ତଥାପି ଚାହୁଁଥିଲେ ଆତ୍ମହତ୍ୟା କରିବାକୁ

ନୂଆଦିଲ୍ଲୀ: ଅଲମ୍ପିକ୍‌ ସନ୍ତରଣରେ ୨୩ଟି ସ୍ୱର୍ଣ୍ଣ ପଦକ ଜିତିଥିବା ମାଇକେଲ ଫେଲପ୍ସ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। ଏ କଥା ଶୁଣି ଭାବୁଥିବେ ଜଣେ ବିଶ୍ୱବିଜେତା ଏଭଳି କାର୍ଯ୍ୟ କରିବା ତ ଦୂରର କଥା ଏଭଳି ଚିନ୍ତା ମନକୁ ଆଣିବାର କାରଣ କ’ଣ। ସେ ତ ଜଣେ ସଫଳ ମଣିଷ ତା ହେଲେ ତାଙ୍କ ପାଖରେ ଏମିତି କ’ଣ ଅବଶୋଷ ରହିଥିଲା ଯେ, ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ? କିନ୍ତୁ କଥାଟି ସତ। ଆମେ କହୁନୁ, ଖୋଦ୍‌ ଫେଲେପ୍ସ […]

pheleps

pheleps

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 07:00 PM IST

Sports

Latest News

ନୂଆଦିଲ୍ଲୀ: ଅଲମ୍ପିକ୍‌ ସନ୍ତରଣରେ ୨୩ଟି ସ୍ୱର୍ଣ୍ଣ ପଦକ ଜିତିଥିବା ମାଇକେଲ ଫେଲପ୍ସ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। ଏ କଥା ଶୁଣି ଭାବୁଥିବେ ଜଣେ ବିଶ୍ୱବିଜେତା ଏଭଳି କାର୍ଯ୍ୟ କରିବା ତ ଦୂରର କଥା ଏଭଳି ଚିନ୍ତା ମନକୁ ଆଣିବାର କାରଣ କ’ଣ। ସେ ତ ଜଣେ ସଫଳ ମଣିଷ ତା ହେଲେ ତାଙ୍କ ପାଖରେ ଏମିତି କ’ଣ ଅବଶୋଷ ରହିଥିଲା ଯେ, ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ?

କିନ୍ତୁ କଥାଟି ସତ। ଆମେ କହୁନୁ, ଖୋଦ୍‌ ଫେଲେପ୍ସ ହିଁ ଏ କଥା କହିଛନ୍ତି । ନିକଟରେ ଚିକାଗୋରେ ଏକ ମେଣ୍ଟାଲ ହେଲ୍ଥ କନ୍ଫରେନ୍ସରେ ଫେଲେପ୍ସ ଏହା କହିଛନ୍ତି। ୨୦୧୨ ଅଲମ୍ପିକ ପରେ ଏକ ଏପରି ସମୟ ଆସିଥିଲା, ଯେତେବେଳେ ସେ ଡିପ୍ରେଶନର ଶିକାର ହୋଇଥିଲେ। ଏପରିକି ସେ ଆତ୍ମହତ୍ୟା କରିବାକୁ ମଧ୍ୟ ମନ ବଳାଇଥିଲେ।

୩୨ବର୍ଷୀୟ ଫେଲେପ୍ସ୍ କହିଛନ୍ତି, ପ୍ରତି ଅଲମ୍ପିକ ପରେ ତାଙ୍କୁ ଲାଗେ ସତେ ଯେପରି ସେ ଡିପ୍ରେଶନର ଶିକାର ହୋଇଯାଆନ୍ତି। ଲଣ୍ଡନରେ ୪ଟି ଗୋଲ୍ଡ ଓ ୨ଟି ସିଲଭର ମେଡେଲ ଜିତି ଇତିହାସ ସୃଷ୍ଟି କରିଥିବା ଫେଲେପ୍ସ ନିଜକୁ ଏକ ରୁମ୍‌ରେ ୪ ଦିନ ଯାଏଁ ବନ୍ଦ କରିଦେଇଥିଲେ। ୪ଦିନ ଯାଏଁ କିଛି ଖାଇବି ନ ଥିଲେ। ସେତେବେଳେ ସେ ଆଉ ଖେଳିବାକୁ କି ବଞ୍ଚିବାକୁ ବି ଚାହୁଁ ନ ଥିଲେ।

ସେ କହିଥିଲେ ଯେ, ଡିପ୍ରେଶନର ଶିକାର ହେବା ପରେ ତାଙ୍କ ମନରେ ଆତ୍ମହତ୍ୟା କରିବାର ବିଚାର ଆସିଥିଲା। ଡିପ୍ରେଶନ କାରଣରୁ ହିଁ ସେ ମଦ ଓ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ୨୦୦୮ଅଲମ୍ପିକରେ ୱାର୍ଲ୍ଡ ରେକର୍ଡ କରିବା ପରେ ଫେଲେପ୍ସ ସ୍ମୋକିଂ କରୁଥିବା ଫଠୋ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ ସେ ଦୁଇଥର ନିଶାଗ୍ରସ୍ତ ହୋଇ ଡ୍ରାଇଭିଂ କରିବା କାରଣରୁ ଜେଲ୍ ମଧ୍ୟ ଯାଇଥିଲେ। ଫିଲେପ୍ସ ପ୍ରଥମ ଗୋଲ୍ଡ ମେଡେଲ ୨୦୦୪ ମସିହାରେ ଏଥେନ୍ସଠାରେ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story