ସୁଧୁରୁନାହାନ୍ତି ଜମାତ୍‌ ସଦସ୍ୟ, ପୁଣି ନର୍ସଙ୍କୁ ଦୁର୍ବ୍ୟବହାର ଅଭିଯୋଗ

କାନପୁର: ଜମାତ୍‌ ଧର୍ମ ସମ୍ମିଳନୀରେ ଯୋଗଦେଇଥିବାରୁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକଙ୍କ ନାମରେ ଲଗାତାର ଅଭିଯୋଗ ଆସୁଛି। ଆଜି କାନପୁରରୁ ଅଭିଯୋଗ ଆସିଛି ଏମାନେ ନର୍ସଙ୍କ ସହ ଦୁର୍ବ୍ୟବହାର କରୁଥିବାରୁ ସେଠାରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ହଟାଯିବାର ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଯେ, ଏମାନେ ଯୋଗ ଦେଇଥିବା ଧାର୍ମିକ ସମ୍ମଳନୀ ବର୍ତ୍ତମାନ କରୋନାର ହଟ୍‌ସ୍ପଟ୍‌ ପାଲଟିଛି। ଏଠାରୁ ଯାଇ ସାରା ଦେଶରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପୂର୍ବରୁ ଗାଜିଆବାଦ୍‌ରୁ ମଧ୍ୟ ସମାନ […]

kanpur

kanpur

Subrat Kumar Nayak
  • Published: Saturday, 04 April 2020
  • Updated: 04 April 2020, 04:32 PM IST

Sports

Latest News

କାନପୁର: ଜମାତ୍‌ ଧର୍ମ ସମ୍ମିଳନୀରେ ଯୋଗଦେଇଥିବାରୁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକଙ୍କ ନାମରେ ଲଗାତାର ଅଭିଯୋଗ ଆସୁଛି। ଆଜି କାନପୁରରୁ ଅଭିଯୋଗ ଆସିଛି ଏମାନେ ନର୍ସଙ୍କ ସହ ଦୁର୍ବ୍ୟବହାର କରୁଥିବାରୁ ସେଠାରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ହଟାଯିବାର ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଯେ, ଏମାନେ ଯୋଗ ଦେଇଥିବା ଧାର୍ମିକ ସମ୍ମଳନୀ ବର୍ତ୍ତମାନ କରୋନାର ହଟ୍‌ସ୍ପଟ୍‌ ପାଲଟିଛି। ଏଠାରୁ ଯାଇ ସାରା ଦେଶରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଏହା ପୂର୍ବରୁ ଗାଜିଆବାଦ୍‌ରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ଏଠାରେ ଏହି ଜମାତ୍‌ ସଦସ୍ୟମାନେ ନର୍ସଙ୍କ ପ୍ରତି ଅଶ୍ଲୀଳ ମନ୍ତବ୍ୟ ଦେଉଥିବା ଏବଂ ପ୍ୟାଣ୍ଟ ଖୋଲି ନଗ୍ନ ହୋଇ ବୁଲୁଥିବା ଆଦି ଅଭିଯୋଗ ଆସିଥିଲା। ଫଳରେ ସରକାର ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲଗାଇବା ଯାଏ କଥା ଯାଇଥିଲା।

ତେବେ ଆଜି ଆସିଥିବା ଅଭିଯୋଗ ଅନୁଯାୟୀ ଏମାନେ ହାତରେ ଛେପ ଲଗାଇବା ସହ ଶିଢ଼ିକୁ ସେହି ହାତରେ ଛୁଉଁଛନ୍ତି। ଏପରି କରିବାକୁ ମନା କରିବା ସତ୍ତ୍ୱେ ସେମାନେ ବିଭିନ୍ନ ସ୍ଥାନରେ ଛେପ ପକାଉଛନ୍ତି। ପୁଲିସ୍‌ ହସ୍ତକ୍ଷେପ ପରେ ଯାଇ ସ୍ଥିତି ନିୟନ୍ତ୍ରଣରେ ରହିଛି।

ସେମାନଙ୍କୁ ଭାତ, ଡାଲି ଏବଂ ପନିର ଆଦି ଦିଆଯାଉଥିଲେ ମଧ୍ୟ ସେମାନେ ଆହୁରି ଭଲ ଖାଦ୍ୟ, ଭଲ ପୋଷାକ ଏବଂ ଅନ୍ୟ ବ୍ୟବସ୍ଥା ଆଦି ଦାବି କରୁଛନ୍ତି। କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଥିବା ଡାକ୍ତରମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story