ପାକିସ୍ତାନ ମିଛ ଧରିଲା ତାଇୱାନ, ଆମେରିକା ନେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତ ଉପରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ବଦଲା ନେବାକୁ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆମେରିକା ଠାରୁ ପାକିସ୍ତାନ କିଣି ଥିବା ଏଫ୍‌-୧୬କୁ ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରିଥିବାରୁ ୱାଶିଂଟନ୍‌ ଖପ୍ପା ହୋଇଛି। ଆମେରିକା ମୁଡ୍‌କୁ ବଦଳାଇବା ପାଇଁ ପାକିସ୍ତାନ ମିଡିଆ ଭାରତ ଯେଉଁ ଏଫ୍‌-୧୬ର ଆମ୍ରାମ ଦେଖାଉଛି, ତାହା ତାଇୱାନର ବୋଲି କହି ଫାଙ୍କିବା ଆରମ୍ଭ କରିଥିଲା। କିନ୍ତୁ ତାଇୱାନ […]

sds

sds

Hemant Lenka
  • Published: Wednesday, 06 March 2019
  • Updated: 06 March 2019, 04:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଉପରେ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ବଦଲା ନେବାକୁ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆମେରିକା ଠାରୁ ପାକିସ୍ତାନ କିଣି ଥିବା ଏଫ୍‌-୧୬କୁ ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରିଥିବାରୁ ୱାଶିଂଟନ୍‌ ଖପ୍ପା ହୋଇଛି। ଆମେରିକା ମୁଡ୍‌କୁ ବଦଳାଇବା ପାଇଁ ପାକିସ୍ତାନ ମିଡିଆ ଭାରତ ଯେଉଁ ଏଫ୍‌-୧୬ର ଆମ୍ରାମ ଦେଖାଉଛି, ତାହା ତାଇୱାନର ବୋଲି କହି ଫାଙ୍କିବା ଆରମ୍ଭ କରିଥିଲା।

କିନ୍ତୁ ତାଇୱାନ ଆଜି ପାକିସ୍ତାନ ମିଛ କହୁଥିବା କହିଛି। ଭାରତୀୟ ସେନା ପକ୍ଷରୁ ଯେଉଁ ଆମ୍ରାମ ପ୍ରଦର୍ଶନ କରାଯାଇଥିଲା, ତାହା ଆମେରିକା ତାଇୱାନ୍‌କୁ ବିକ୍ରି କରିଥିବା ଏଫ୍‌-୧୬ର ବୋଲି ପାକିସ୍ତାନ କହିଥିଲା। ହେଲେ ତାଇୱାନ କହିଛି, ଏଯାଏ ଦେଶ ପକ୍ଷରୁ ଏଫ୍‌-୧୬ ଯୁଦ୍ଧ ବିମାନ ସହ ଆମ୍ରାମ ସଂଲଗ୍ନ କରାଯାଇ ନାହିଁ। ପାକିସ୍ତାନ ମିଡିଆ ସମଗ୍ର ବିଶ୍ୱକୁ ମିଛ କହିବା ଆରମ୍ଭ କରିଛି। ତେଣୁ ପାକିସ୍ତାନ କଥାକୁ ବିଶ୍ୱାସ ନ କରିବାକୁ ତାଇୱାନ ବାୟୁସେନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆମେରିକା ଏବେ ଭାରତ ଦେଇଥିବା ଏଫ୍‌-୧୬ ବ୍ୟବହାରର ପ୍ରମାଣ ସଂକ୍ରାନ୍ତ ଦସ୍ତାବିଜ୍‌କୁ ତର୍ଜମା କରୁଛି। ଆମେରିକା ଏଫ୍‌-୧୬ ଯୁଦ୍ଧ ବିମାନକୁ କୌଣସି ଦେଶ ବିରୋଧରେ ବ୍ୟବହାର ନ କରିବାକୁ ପାକିସ୍ତାନକୁ କହିଥିଲା। ହେଲେ ପାକିସ୍ତାନ ଚୁକ୍ତି ଉଲ୍ଲଙ୍ଘନ କରିଥିବାରୁ ଆମେରିକା କାର୍ଯ୍ୟାନୁଷ୍ଠାନ ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story