ଆଦିତ୍ୟନାଥଙ୍କ ସପକ୍ଷରେ ୟୁପି ମନ୍ତ୍ରୀ: କହିଲେ ତାଜ୍‌ମହଲ କୌଣସି ଧର୍ମର ପ୍ରତୀକ ନୁହଁ, ପର୍ଯ୍ୟଟନ ତାଲିକାରୁ ବାଦ୍ ଦିଆଯିବା ନିଷ୍ପତ୍ତି ଠିକ୍‌  

ଆଗ୍ରା: ପ୍ରେମର ପ୍ରତୀକ ତାଜ୍‌ମହଲକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ପର୍ଯ୍ୟଟନ ତାଲିକାରୁ ବାଦ୍ ଦେବାକୁ କେନ୍ଦ୍ର କରି ଗତ କିଛିଦନ ଧରି ଦେଶ ବ୍ୟାପୀ ଝଡ଼ ସୃଷ୍ଟି କରିଥିଲା। ଉତ୍ତରପ୍ରଦେଶ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ତୀବ୍ର ସ୍ୱର ଉଠିଥିବା ବେଳେ ଉତ୍ତରପ୍ରଦେଶ ସରକାରଙ୍କ ଜଣେ ମନ୍ତ୍ରୀ ଏ ସମ୍ପର୍କରେ ଏବେ ଆଗକୁ ଆସି ମୁହଁ ଖୋଲିଛନ୍ତି। ୟୁପିର ଧାର୍ମିକ ବ୍ୟାପାର ଏବଂ  ସଂସ୍କୃତି ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:20 AM IST

Sports

Latest News

ଆଗ୍ରା: ପ୍ରେମର ପ୍ରତୀକ ତାଜ୍‌ମହଲକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ପର୍ଯ୍ୟଟନ ତାଲିକାରୁ ବାଦ୍ ଦେବାକୁ କେନ୍ଦ୍ର କରି ଗତ କିଛିଦନ ଧରି ଦେଶ ବ୍ୟାପୀ ଝଡ଼ ସୃଷ୍ଟି କରିଥିଲା। ଉତ୍ତରପ୍ରଦେଶ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ତୀବ୍ର ସ୍ୱର ଉଠିଥିବା ବେଳେ ଉତ୍ତରପ୍ରଦେଶ ସରକାରଙ୍କ ଜଣେ ମନ୍ତ୍ରୀ ଏ ସମ୍ପର୍କରେ ଏବେ ଆଗକୁ ଆସି ମୁହଁ ଖୋଲିଛନ୍ତି।

ୟୁପିର ଧାର୍ମିକ ବ୍ୟାପାର ଏବଂ  ସଂସ୍କୃତି ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ବାହାରି ଉପରୋକ୍ତ ନିଷ୍ପତ୍ତି ଯୁକ୍ତିଯୁକ୍ତ ବୋଲି କହିଛନ୍ତି। ୧୭ଶହ ଶତାବ୍ଦୀର ଏହି ସ୍ମାରକକୁ ହଟାଇଦିଆଯିବା ଠିକ୍‌ ନିଷ୍ପତ୍ତି ବୋଲି ସେ କହିଛନ୍ତି। ଏହା ବଦଳରେ ପର୍ଯ୍ୟଟନ ତାଲିକାରୁ  ଗୁରୁ ଗୋରକ ନାଥ ପୀଠକୁ  ସ୍ଥାନିତ କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସେ ଆହୁରି କରିଛନ୍ତି ଯେ ଏମିତି ଏକ ପରିବର୍ତ୍ତନ ଆବଶ୍ୟକ ଥିଲା। କାରଣ ୟୁପି ସରକାର ହେଉଛନ୍ତି ସମ୍ପୂର୍ଣ୍ଣ ରାଷ୍ଟ୍ରବାଦୀ(ନ୍ୟାଶନାଲିଲିଷ୍ଟ)।  ତେଣୁ ଏଠିକାର ଧର୍ମ ପରମ୍ପରା ରୀତିନୀତିକୁ ପ୍ରୋତ୍ସାହିତ କରି ସରକାର ଚଲାଇବା ଉଚିତ୍ ବୋଲି  ସେ କହିଛନ୍ତି। ସେ କହିଛନ୍ତି ଯେ, ତାଜମହଲ କୌଣସି ଧର୍ମର ପ୍ରତୀକ ନୁହଁ। ଏଠାରେ ଏବିଭିପି ପକ୍ଷରୁ ଆୟୋଜିତ ଉତ୍ସବରେ ଯୋଗଦେଇ ସମ୍ପୃକ୍ତ ମନ୍ତ୍ରୀ ଏହା କହିଛନ୍ତି।  ଅନ୍ୟପକ୍ଷରେ ଉତତ୍ତରପ୍ରଦେଶର ଗୋରଖନାଥ ପୀଠ ଲୋକଙ୍କ ବିଶ୍ୱାସର ପ୍ରତୀକ ପାଲଟିଛି।  ତେଣୁ ଏହାକୁ ପର୍ଯ୍ୟଟନ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମୋଗଲ୍ ସମ୍ରାଟ୍ ଶାହାଜାହାନ ନିଜ ରାଣୀ ମମତାଜଙ୍କ ସ୍ମୁତି ଉଦ୍ଦେଶ୍ୟରେ ତାଜ୍‌ମହଲ ନିର୍ମାଣ କରିଥିଲେ। ବିଶ୍ୱରେ ରହିଥିବା ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଆଗ୍ରାର ତାଜ୍‌ମହଲ ସ୍ଥାନ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story