ବଦଳିବ ତାଜମହଲ ଠିକଣା, ଆଗ୍ରା ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ମାଗିଲେ ଯୋଗୀ

ଲକ୍ଷ୍ନୌ: ବଦଳିଯିବ ବିଶ୍ୱ ଐତିହ୍ୟସ୍ଥଳୀ ତାଜ ମହଲର ମୂଳ ଠିକଣା। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲ ଅବସ୍ଥାପିତ ଥିବା ଆଗ୍ରା ସହରର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗ୍ରା ପରିବର୍ତ୍ତେ କ’ଣ ନାମ ଦେଇ ହେବ ସେ ନେଇ ଇତିହାସ ଗବେଷକଙ୍କ ପାଖରୁ ପ୍ରସ୍ତାବ ମାଗିଛନ୍ତି। ଯୋଗୀ ସରକାର ନିକଟରେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ, ମୁଗଲସରାଇର ନାମ ପରିବର୍ତ୍ତନ କରି ଦିନଦୟାଲ ଉପାଧ୍ୟାୟ ନଗର କରିଥିଲେ। ଏହି ଦୁଇ ସହରର […]

TAJ MAHAL

TAJ MAHAL

Subhransu Sekhar
  • Published: Monday, 18 November 2019
  • Updated: 18 November 2019, 03:44 PM IST

Sports

Latest News

ଲକ୍ଷ୍ନୌ: ବଦଳିଯିବ ବିଶ୍ୱ ଐତିହ୍ୟସ୍ଥଳୀ ତାଜ ମହଲର ମୂଳ ଠିକଣା। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲ ଅବସ୍ଥାପିତ ଥିବା ଆଗ୍ରା ସହରର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗ୍ରା ପରିବର୍ତ୍ତେ କ’ଣ ନାମ ଦେଇ ହେବ ସେ ନେଇ ଇତିହାସ ଗବେଷକଙ୍କ ପାଖରୁ ପ୍ରସ୍ତାବ ମାଗିଛନ୍ତି। ଯୋଗୀ ସରକାର ନିକଟରେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ, ମୁଗଲସରାଇର ନାମ ପରିବର୍ତ୍ତନ କରି ଦିନଦୟାଲ ଉପାଧ୍ୟାୟ ନଗର କରିଥିଲେ।

ଏହି ଦୁଇ ସହରର ନାମ ପରିବର୍ତ୍ତନ ପରେ ସ୍ଥାନୀୟ ଦିବଂଗତ ବିଜେପି ବିଧାୟକ ଜଗନ ପ୍ରସାଦ ଗର୍ଗ ଯୋଗୀଙ୍କୁ ଚିଠି ଲେଖି ଆଗ୍ରାର ନାମ ପରିବର୍ତ୍ତନ କରି ‘ଅଗ୍ରବନ’ ରଖିବାକୁ ପ୍ରସ୍ତାବ ଦେଇଥିଲେ। ଏବେ ଏହି ନାମ ରଖିବା ପାଇଁ ଚିନ୍ତା କରାଯାଉଥିବା ସୂଚନା ରହିଛି।

ରାଜ୍ୟ ସରକାର ଆଗ୍ରାର ନାମ ପରିବର୍ତ୍ତନ କରି ନୂଆ ନାମ ଦେବାକୁ ପ୍ରସ୍ତାବ ମାଗିଛନ୍ତି। ଏଥିପାଇଁ ଆମ୍ୱେଦକର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗକୁ ଚିଠି ଲେଖିଛନ୍ତି ସରକାର। ଇତିହାସ ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁଗମ ଆନନ୍ଦ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସରକାରଙ୍କ ଚିଠି ମିଳିଛି। ଏ ନେଇ ଗବେଷଣା ମଧ୍ୟ ଆରମ୍ଭ ହୋଇଛି। ଆଗ୍ରାର ଇତିହାସକୁ ସଂଯୋଗ କରୁଥିବା ଏକ ନାମ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ଆଗ୍ରା ସହରର ପୁରାତନ ନାମ ଅଗ୍ରବନ ଥିଲା ବୋଲି କିଛି ଗବେଷକ କହିଛନ୍ତି। ତେଣୁ କେଉଁ ସମୟରେ ଆଗ୍ରା ନାମକରଣ ହୋଇଥିଲା ସେ ବାବଦରେ ରାଜ୍ୟ ସରକାର ତଥ୍ୟ ଯୋଗାଡ଼ କରୁଥିବା ସୂଚନା ରହିଛି। ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସେହିପରି ଆଉ କିଛି ଗବେଷକ କହିଛନ୍ତି, ମୋଗଲ ଶାସନ ବେଳେ ଆକବରଙ୍କ ପରେ ଏହାର ନାମ ଆକବରାବାଦ ଥିଲା। ମୋଗଲ ସାମ୍ରାଜ୍ୟର ଏହା ରାଜଧାନୀ ଥିଲା।

ଆଗ୍ରା ସହରର ନାମ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ରାକେଶ ତିଓ୍ୱାରୀ ନାମକ ଜଣେ ପର୍ଯ୍ୟଟକ ପ୍ରତିକ୍ରିୟା ରଖିଛନ୍ତି, ପର୍ଯ୍ୟଟନ ସ୍ଥଳୀ ତାଜମହଲ ପାଇଁ ଆଗ୍ରା ଏବେ ବିଶ୍ୱବିଖ୍ୟାତ। ତେଣୁ ଆଗ୍ରାର ନାମ ପରିବର୍ତ୍ତନ ହେଲେ କୌଣସି ପ୍ରଭାବ ପର୍ଯ୍ୟଟକଙ୍କୁ ପକାଇବ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story