ଅଯୋଧ୍ୟା ରାୟ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବାକୁ ବିଶ୍ୱ ହିନ୍ଦୁ ପରିଷଦର ଅନୁରୋଧ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ରାୟ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପ୍ରଶସ୍ତ କରିଥିବାବେଳେ କେନ୍ଦ୍ର ସରକାର ଏହାକୁ ତୁରନ୍ତ ଲାଗି କରିବାକୁ ରବିବାର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର ଅନୁରୋଧରେ ସ୍ଥପତି ଚନ୍ଦ୍ରକାନ୍ତ ସୋମ୍ପୁରା ଏହି ମନ୍ଦିର ପାଇଁ ଡିଜାଇନ୍‌ କରିଛନ୍ତି। ୧୯୮୯ ମସିହାରେ ତତ୍କାଳୀନ ଭିଏଚ୍‌ପି ମୁଖ୍ୟ ଅଶୋକ ସିଂଘଲ ଚନ୍ଦ୍ରକାନ୍ତଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ଡିଜାଇନ୍‌ କରିବାକୁ କହିଥିଲେ। ଏହାପରେ ଏହି ଡିଜାଇନ୍‌ ସାରା ଦେଶରେ ବଣ୍ଟନ କରାଯାଇଥିଲା। […]

ayodhya

ayodhya

Subrat Kumar Nayak
  • Published: Sunday, 10 November 2019
  • Updated: 10 November 2019, 10:52 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ରାୟ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପ୍ରଶସ୍ତ କରିଥିବାବେଳେ କେନ୍ଦ୍ର ସରକାର ଏହାକୁ ତୁରନ୍ତ ଲାଗି କରିବାକୁ ରବିବାର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ବିଶ୍ୱ ହିନ୍ଦୁ ପରିଷଦର ଅନୁରୋଧରେ ସ୍ଥପତି ଚନ୍ଦ୍ରକାନ୍ତ ସୋମ୍ପୁରା ଏହି ମନ୍ଦିର ପାଇଁ ଡିଜାଇନ୍‌ କରିଛନ୍ତି। ୧୯୮୯ ମସିହାରେ ତତ୍କାଳୀନ ଭିଏଚ୍‌ପି ମୁଖ୍ୟ ଅଶୋକ ସିଂଘଲ ଚନ୍ଦ୍ରକାନ୍ତଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ଡିଜାଇନ୍‌ କରିବାକୁ କହିଥିଲେ। ଏହାପରେ ଏହି ଡିଜାଇନ୍‌ ସାରା ଦେଶରେ ବଣ୍ଟନ କରାଯାଇଥିଲା। ଭିଏଚ୍‌ପି ପକ୍ଷରୁ କୁହାଯାଇଛି ଏହି ମନ୍ଦିର ସେହି ଡିଜାଇନ୍‌ ଅନୁଯାୟୀ ହେବା ଦରକାର।

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି, ପଥର ଖୋଦେଇ ଏବଂ ସ୍ତମ୍ଭ ନିର୍ମାଣ ବହୁତ ବାଟ ଆଗେଇଯାଇଛି। ଏହି ସବୁ ସ୍ତମ୍ଭ ଏବଂ ପଥର କାମ ମନ୍ଦିରରେ ବ୍ୟବହାର କରାଯାଇପାରିବ। ଭିଏଚ୍‌ପି ବୈଠକ ପରେ ସ୍ଥିର କରାଯାଇଛି ତୁରନ୍ତ ମନ୍ଦିର ନିର୍ମାଣ ପାଇଁ ଆହ୍ୱାନ କରାଯିବ।

ଭିଏଚ୍‌ପି ମୁଖପାତ୍ର ବିନୋଦ ବଂଶାଲ କହିଛନ୍ତି, “ଏହି ରାୟକୁ ଲାଗୁ କରିବାରେ କେନ୍ଦ୍ର ଏବଂ ରାଜ୍ୟ ସରକାରର ବଡ଼ ଭୂମିକା ରହିଛି। ଆମେ ନିଶ୍ଚିତ ସେମାନେ ଏବାବଦରେ ଅବଗତ ଅଛନ୍ତି ଏବଂ ନିଜ ଦାୟିତ୍ୱରେ ସକ୍ରିୟତାର ସହ କାମ କରୁଛନ୍ତି। ଏଥିସହ ସେମାନଙ୍କୁ ଅନୁରୋଧ କରୁଛୁ ତୁରନ୍ତ ପଦକ୍ଷେପ ନିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story