ତାଲିବାନ ମୁଖ୍ୟ ମୁଲ୍ଲା ଓମାରର ମୃତ୍ୟୁ

ନୂଆଦିଲ୍ଲୀ: ତାଲିବାନୀ ମୁଖ୍ୟ ମୁଲ୍ଲା ମହମ୍ମଦ ଓମାରର ମୃତ୍ୟୁ ଘଟିଛି । ଦୁଇବର୍ଷ ତଳୁ ଅର୍ଥାତ ୨୦୧୩ରେ ଆଫଗାନସ୍ତାନରେ ମୁଲ୍ଲାର ମୃତ୍ୟୁ ଘଟିଥିଲା । ପାକିସ୍ତାନ ପକ୍ଷରୁ ବୁଧବାର ଏହି ତଥ୍ୟ ଆଫଗାନିସ୍ତାନକୁ ଦିଆଯିବା ପରେ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଆଫଗାନିସ୍ତାନ କ୍ୟାବିନେଟରେ ମଧ୍ୟ ଆଲୋଚନା କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଓ କିପରି ମୁଲ୍ଲାର ମୃତ୍ୟୁ ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ ବୋଲି ଆଫଗାନିସ୍ତାନ ଗୁଇନ୍ଦା ବିଭାଗ ପକ୍ଷରୁ […]

mulla omar

mulla omar

Rakesh Mallick
  • Published: Wednesday, 29 July 2015
  • Updated: 04 May 2017, 03:45 PM IST

Sports

Latest News

mulla omarନୂଆଦିଲ୍ଲୀ: ତାଲିବାନୀ ମୁଖ୍ୟ ମୁଲ୍ଲା ମହମ୍ମଦ ଓମାରର ମୃତ୍ୟୁ ଘଟିଛି । ଦୁଇବର୍ଷ ତଳୁ ଅର୍ଥାତ ୨୦୧୩ରେ ଆଫଗାନସ୍ତାନରେ ମୁଲ୍ଲାର ମୃତ୍ୟୁ ଘଟିଥିଲା । ପାକିସ୍ତାନ ପକ୍ଷରୁ ବୁଧବାର ଏହି ତଥ୍ୟ ଆଫଗାନିସ୍ତାନକୁ ଦିଆଯିବା ପରେ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଆଫଗାନିସ୍ତାନ କ୍ୟାବିନେଟରେ ମଧ୍ୟ ଆଲୋଚନା କରାଯାଇଛି। ତେବେ କେଉଁ ପରିସ୍ଥିତିରେ ଓ କିପରି ମୁଲ୍ଲାର ମୃତ୍ୟୁ ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ ବୋଲି ଆଫଗାନିସ୍ତାନ ଗୁଇନ୍ଦା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଫଗାନିସ୍ତାନ ଗୁଇନ୍ଦା ସଂସ୍ଥା ସନ୍ଦେହ କରୁଛି ଯେ, ମୁଲ୍ଲାର ମୃତ୍ୟୁ ପାକିସ୍ତାନର ଏକ ଅଜଣା ସ୍ଥାନରେ ହୋଇଛି। ଅନ୍ୟପକ୍ଷରେ ତାଲିବାନୀ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ।

ଗତ ୧୩ବର୍ଷ ହେବ ମୁଲ୍ଲା ଓମାର ଲୋକଲୋଚନରୁ ଦୂରେଇ ରହି ତାଲିବାନୀ ଆତଙ୍କବାଦୀ ସଂଗଠନକୁ ପରିଚାଳନା କରୁଥିଲା। ଏହାସହ ମୁଲ୍ଲା ଓମାରର ତତ୍ତ୍ୱାବଧାନରେ ତାଲିବାନୀ ସଂଗଠନ ଶୀଘ୍ର ଆଇଏସ ସହ ମିଶି କେନ୍ଦ୍ରୀୟ ଏସିଆରେ ଆତଙ୍କବାଦ କାର୍ଯ୍ୟକଳାପକୁ ତୀବ୍ର କରିବା ଆଶା କରାଯାଉଥିଲା। ଅନ୍ୟପକ୍ଷରେ ଗତ ଏପ୍ରିଲମାସରେ ଆଫଗାନୀ ତାଲିବାନୀ ମୁଲ୍ଲା ଓମାରଙ୍କ ଏକ ଜୀବନୀ ପୁସ୍ତକ ପ୍ରସ୍ତୁତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story