ତାଲିବାନୀ କମାଣ୍ଡର ହଜ୍ଜି ନିହତ

କାବୁଲ: ଆଫଗାନିସ୍ତାନ ପୋଲିସ ଗୁଳିରେ ଶନିବାର ନିହତ ହୋଇଛି ପ୍ରମୁଖ ତାଲିବାନୀ ଆତଙ୍କୀ  ହଜ୍ୱି ୱଜିର। ପଶ୍ଚିମ ଆଫଗାନିସ୍ତାନରେ ଏକ ବର୍ଷ ପରେ ସେ କିଛି  ସାଥୀମାନଙ୍କ ସହିତ ଆକ୍ରମଣର ଷଡଯନ୍ତ୍ର କରୁଥିବା ବେଳେ ସୁରକ୍ଷାକର୍ମୀ ମାନେ ସେଠାରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ତାର ମୃତ୍ୟୁ ହୋଇଥିଲା। ତା’ର ମୃତ୍ୟୁ ତାଲିବାନୀ ଆତଙ୍କୀଙ୍କ ପାଇଁ ବଡ ଝଟକା ଦେଇଥିବ ନିଶ୍ଚିନ୍ତ। କାରଣ ସେ ସଂଗଠନର ୫୦୦ରୁ ଅଧିକ ଆତଙ୍କୀଙ୍କ ନେତୃତ୍ୱ ନେଉଥିଲେ।

ଆହୁରି ପଢ଼ନ୍ତୁ

ଚାଇନାର ଦାବି, କୁକୁଡାରେ ରହିଛି କରୋନା ଭାଇରସ!

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି

ବିଧାନସଭାରେ ଆଗୁଆ ଆସ୍ଥା ପ୍ରସ୍ତାବ ଆଣିବେ ମୁଖ୍ୟମନ୍ତ୍ରୀ ଗେହଲଟ

ପ୍ରଧାନମନ୍ତ୍ରୀ ପଦରେ ମୋଦିଙ୍କ ନାଁରେ ନୂଆ ରେକର୍ଡ, ପଛରେ ପଡ଼ିଲେ ବାଜପେୟୀ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ

ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

କୋମାକୁ ଚାଲିଗଲେ ପ୍ରଣବ ମୁଖାର୍ଜୀ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର