ତଲୱାର ଦମ୍ପତି ନେଲେନି ଚିକିତ୍ସା ଓ ଶିକ୍ଷାଦାନ ବାବଦ ପାଉଣା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରୁଷି ହତ୍ୟା ମାମଲାରେ ଦୋଷମୁକ୍ତ ହୋଇ ଜେଲ୍‌ରୁ ବାହାରିଛନ୍ତି ତାଙ୍କ ବାପାମା’ ରାଜେଶ ଓ ନୂପୁର ତଲୱାର। ତେବେ ସେମାନେ ଜେଲ୍‌ରେ ଦେଇଥିବା ସେବା ବାବଦକୁ ୪୯,୦୦୦ ଟଙ୍କା ନେବାକୁ ମନା କରି ଦେଇଛନ୍ତି। ଉଭୟ ରାଜେଶ ଓ ନୂପୁର ହେଉଛନ୍ତି ଦାନ୍ତ ଡାକ୍ତର। ଗାଜିଆବାଦ ଜେଲ୍‌ରେ ରାଜେଶଙ୍କୁ କଏଦୀମାନଙ୍କ ଡାକ୍ତରୀ ଟିମ୍‌କୁ ସାହାଯ୍ୟ କରିବାର ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ନୂପୁର ଜେଲ୍‌ରେ ପାଠ ପଢ଼ାଉ ଥିଲେ। ରାଜେଶ ଜେଲ୍‌ରେ ଦାନ୍ତ ରୋଗୀମାନଙ୍କ […]

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 10:21 AM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରୁଷି ହତ୍ୟା ମାମଲାରେ ଦୋଷମୁକ୍ତ ହୋଇ ଜେଲ୍‌ରୁ ବାହାରିଛନ୍ତି ତାଙ୍କ ବାପାମା’ ରାଜେଶ ଓ ନୂପୁର ତଲୱାର। ତେବେ ସେମାନେ ଜେଲ୍‌ରେ ଦେଇଥିବା ସେବା ବାବଦକୁ ୪୯,୦୦୦ ଟଙ୍କା ନେବାକୁ ମନା କରି ଦେଇଛନ୍ତି। ଉଭୟ ରାଜେଶ ଓ ନୂପୁର ହେଉଛନ୍ତି ଦାନ୍ତ ଡାକ୍ତର।

ଗାଜିଆବାଦ ଜେଲ୍‌ରେ ରାଜେଶଙ୍କୁ କଏଦୀମାନଙ୍କ ଡାକ୍ତରୀ ଟିମ୍‌କୁ ସାହାଯ୍ୟ କରିବାର ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ନୂପୁର ଜେଲ୍‌ରେ ପାଠ ପଢ଼ାଉ ଥିଲେ।

ରାଜେଶ ଜେଲ୍‌ରେ ଦାନ୍ତ ରୋଗୀମାନଙ୍କ ଚିକିତ୍ସା କରୁଥିଲେ ଓ ଦିନକୁ ୪୦ ଟଙ୍କା ପାରିଶ୍ରମିକ ପାଉଥିଲେ। ମାସକୁ ସେ ପ୍ରାୟ ୧,୨୦୦ ଟଙ୍କା ପାଉଥିଲେ। ନୂପୁର ଜେଲ୍‌ରେ ଥିବା ମହିଳା ଓ ଛୁଆମାନଙ୍କୁ ପାଠପଢ଼ାଇ ଦିନକୁ ୪୦ ଟଙ୍କା ପାଉଥିଲେ। ସେମାନେ ରବିବାର ବ୍ୟତୀତ ଆଉ ସବୁଦିନେ ଏହି କାର୍ଯ୍ୟ କରୁଥିଲେ।

ଜେଲ୍‌ରୁ ମୁକୁଳିଲା ବେଳେ ସେମାନେ ସେମାନଙ୍କ ପ୍ରାପ୍ୟ ନେବାକୁ ମନା କରି ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରତି ୧୫ ଦିନରେ ଥରେ ଗାଜିଆବାଦ ଜେଲ୍‌କୁ ଆସି କଏଦୀଙ୍କୁ ଚିକିତ୍ସା କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି।

୨୦୦୮ ମେ’ ୧୬ ତାରିଖରେ ଆରୁଷଙ୍କ ଗଳା କଟା ମୃତଦେହ ତାଙ୍କ ବେଡ୍‌ରୁମ୍‌ରୁ ମିଳିଥିଲା। ତାଙ୍କ ଘରୋଇ ସହାୟକ ତାଙ୍କୁ ହତ୍ୟା କରିଥିବା କୁହାଯାଇଥିଲା। କିନ୍ତୁ ତା’ ପରଦିନ ଘରୋଇ ସହାୟକ ହେମରାଜଙ୍କ ମୃତଦେହ ଘର ଉପରୁ ଆଉ ଏକ କଠୋରୀରୁ ମିଳିଥିଲା। ଡବଲ୍ ମର୍ଡର ଅଭିଯୋଗରେ ଜେଲ୍ ରାଜେଶ ଓ ନୂପୁର। ୨୦୧୩ରେ ସିବିଆଇ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ତା’ପରଠାରୁ ସେମାନେ ଗାଜିଆବାଦ ଜେଲ୍‌ରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story