ଆରୁଷି ଓ ହେମରାଜ ହତ୍ୟା ମାମଲା: ଜେଲ୍‌ରୁ ମୁକୁଳିଲେ ତଲଓ୍ୱାର ଦମ୍ପତି

ନୂଆଦିଲ୍ଲୀ: ଜେଲରୁ ମୁକୁଳିଲେ ତଲଓ୍ୱାର ଦମ୍ପତି। ବହୁଚର୍ଚ୍ଚିତ ଆରୁଷି ଓ ହେମରାଜ ହତ୍ୟା ମାମଲାରେ ତଲୱାର ଦମ୍ପତି ଦୋଷମୁକ୍ତ ହେବା ପରେ ଆଜି ଅପରାହ୍ନରେ ଗାଜିଆବାଦର ଦାସ୍‌ନା ଜେଲ୍‌ରୁ ମୁକୁଳିଛନ୍ତି। ଗତ ସପ୍ତାହରେ ଉଭୟଙ୍କୁ ଦୋଷମୁକ୍ତ କରିଥିଲେ ଆହ୍ଲାବାଦ ହାଇକୋର୍ଟ। ତେବେ ଆଜି ଜଜ୍‌ମେଣ୍ଟ୍ କପି ଜେଲରେ ପହଞ୍ଚିବା ପରେ ତଲଓ୍ୱାର ଦମ୍ପତି ଘରକୁ ଫେରିଛନ୍ତି। ୧୪ ବର୍ଷର ଝିଅ ଆରୁଷି ଓ ଘରୋଇ ସହାୟକ ହେମରାଜଙ୍କ ହତ୍ୟା ମାମଲାରେ ଏହି ଦମ୍ପତି ଗାଜିଆବାଦ ସିବିଆଇ କୋର୍ଟରେ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 10:01 PM IST

Sports

Latest News

ନୂଆଦିଲ୍ଲୀ: ଜେଲରୁ ମୁକୁଳିଲେ ତଲଓ୍ୱାର ଦମ୍ପତି। ବହୁଚର୍ଚ୍ଚିତ ଆରୁଷି ଓ ହେମରାଜ ହତ୍ୟା ମାମଲାରେ ତଲୱାର ଦମ୍ପତି ଦୋଷମୁକ୍ତ ହେବା ପରେ ଆଜି ଅପରାହ୍ନରେ ଗାଜିଆବାଦର ଦାସ୍‌ନା ଜେଲ୍‌ରୁ ମୁକୁଳିଛନ୍ତି। ଗତ ସପ୍ତାହରେ ଉଭୟଙ୍କୁ ଦୋଷମୁକ୍ତ କରିଥିଲେ ଆହ୍ଲାବାଦ ହାଇକୋର୍ଟ। ତେବେ ଆଜି ଜଜ୍‌ମେଣ୍ଟ୍ କପି ଜେଲରେ ପହଞ୍ଚିବା ପରେ ତଲଓ୍ୱାର ଦମ୍ପତି ଘରକୁ ଫେରିଛନ୍ତି। ୧୪ ବର୍ଷର ଝିଅ ଆରୁଷି ଓ ଘରୋଇ ସହାୟକ ହେମରାଜଙ୍କ ହତ୍ୟା ମାମଲାରେ ଏହି

ଦମ୍ପତି ଗାଜିଆବାଦ ସିବିଆଇ କୋର୍ଟରେ ୨୦୧୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସିବିଆଇ କୋର୍ଟ ଉଭୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଏହାକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରି ଦୋଷମୁକ୍ତ ହୋଇଥିଲେ ତଲଓ୍ୱାର୍ ଦମ୍ପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story