ତାମିଲ ଅଭିନେତ୍ରୀ ଗିରଫ, ଦେହ ବ୍ୟବସାୟ ରାକେଟ୍‌ ଚଳାଉଥିଲେ

ଚେନ୍ନାଇ: ତାମିଲ ଅଭିନେତ୍ରୀ ସଙ୍ଗୀତା ବାଲାନଙ୍କୁ ଗିରଫ କରିଛି ପୋଲିସ। ସେ ଚେନ୍ନାଇର ଏକ ହୋଟେଲରେ ଦେହ ବ୍ୟବସାୟ ଚଳାଉ ଥିଲେ ବୋଲି ଅଭିଯୋଗ ହୋଇଛି। ହୋଟେଲରୁ ସଙ୍ଗୀତାଙ୍କ ସହ ଆଉ କେତେ ଜଣ ଝିଅଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେ ତାଙ୍କ ସହଯୋଗୀ ସତୀଶଙ୍କ ସହ ମିଶି ଝିଅମାନଙ୍କୁ ଫିଲ୍ଲ ଓ ଟିଭିରେ ଅଭିନୟର ଲାଳସା ଦେଖାଇ ଦେହ ବ୍ୟବସାୟ କରାଉଥିଲେ। ସଙ୍ଗୀତା ୧୯୯୬ ରେ କରୁପ୍ପୁ ରୋଜା ଫିଲ୍ଲ ଜରିଆରେ ତାମିଲ ଫିଲ୍ଲ […]

sangeetha-balan 12

sangeetha-balan 12

Rakesh Mallick
  • Published: Monday, 04 June 2018
  • Updated: 04 June 2018, 01:45 PM IST

Sports

Latest News

ଚେନ୍ନାଇ: ତାମିଲ ଅଭିନେତ୍ରୀ ସଙ୍ଗୀତା ବାଲାନଙ୍କୁ ଗିରଫ କରିଛି ପୋଲିସ। ସେ ଚେନ୍ନାଇର ଏକ ହୋଟେଲରେ ଦେହ ବ୍ୟବସାୟ ଚଳାଉ ଥିଲେ ବୋଲି ଅଭିଯୋଗ ହୋଇଛି। ହୋଟେଲରୁ ସଙ୍ଗୀତାଙ୍କ ସହ ଆଉ କେତେ ଜଣ ଝିଅଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେ ତାଙ୍କ ସହଯୋଗୀ ସତୀଶଙ୍କ ସହ ମିଶି ଝିଅମାନଙ୍କୁ ଫିଲ୍ଲ ଓ ଟିଭିରେ ଅଭିନୟର ଲାଳସା ଦେଖାଇ ଦେହ ବ୍ୟବସାୟ କରାଉଥିଲେ।

ସଙ୍ଗୀତା ୧୯୯୬ ରେ କରୁପ୍ପୁ ରୋଜା ଫିଲ୍ଲ ଜରିଆରେ ତାମିଲ ଫିଲ୍ଲ ଜଗତକୁ ପ୍ରବେଶ କରିଥିଲେ।  ତାଙ୍କର ଲୋକପ୍ରିୟ ଟିଭି ଶୋ ହେଲା ‘ବାନୀ ରାନୀ’, ‘ଚେଲାମେ ଅଭାଲ’, ଓ ‘ଭଲ୍ଲୀ’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story