କର୍ଣ୍ଣାଟକାକୁ କାବେରୀ ବୋର୍ଡ ଛାଟ, ତାମିଲନାଡ଼ୁ ପାଇଁ ପାଣି ଛାଡ଼ିବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ: କାବେରୀ ଜଳ ପରିଚାଳନା ବୋର୍ଡ ଜଳ ସଂକଟ ଦେଇ ଗତି କରୁଥିବା ତାମିଲନାଡ଼ୁ ପାଇଁ ଅଣ୍ଟା ଭିଡ଼ିଛି। ଏହି ବୋର୍ଡ କର୍ଣ୍ଣାଟକାକୁ ପାଣି ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି। ଜୁନ୍‌ ମାସରେ ଯେତିକି ପାଣି ଛାଡ଼ିବା କଥା କାହିଁକି ଛଡ଼ାଯାଇନାହିଁ ବୋଲି ମଧ୍ୟ ବୋର୍ଡ ପ୍ରଶ୍ନ ଉଠାଇଛି। ତାମିଲନାଡ଼ୁ ପାଣି ପାଇଁ ଦାବି କରିବା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ମଧ୍ୟ ତାମିଲନାଡ଼ୁରେ କ୍ଷମତାସୀନ ଏଆଇଡିଏମ୍‌କେ କେନ୍ଦ୍ର ସରକାରଙ୍କ ପାଖରେ […]

cauvery

cauvery

Subrat Kumar Nayak
  • Published: Tuesday, 25 June 2019
  • Updated: 25 June 2019, 04:44 PM IST

Sports

Latest News

ବେଙ୍ଗାଲୁରୁ: କାବେରୀ ଜଳ ପରିଚାଳନା ବୋର୍ଡ ଜଳ ସଂକଟ ଦେଇ ଗତି କରୁଥିବା ତାମିଲନାଡ଼ୁ ପାଇଁ ଅଣ୍ଟା ଭିଡ଼ିଛି। ଏହି ବୋର୍ଡ କର୍ଣ୍ଣାଟକାକୁ ପାଣି ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି। ଜୁନ୍‌ ମାସରେ ଯେତିକି ପାଣି ଛାଡ଼ିବା କଥା କାହିଁକି ଛଡ଼ାଯାଇନାହିଁ ବୋଲି ମଧ୍ୟ ବୋର୍ଡ ପ୍ରଶ୍ନ ଉଠାଇଛି। ତାମିଲନାଡ଼ୁ ପାଣି ପାଇଁ ଦାବି କରିବା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଛି।

ପୂର୍ବରୁ ମଧ୍ୟ ତାମିଲନାଡ଼ୁରେ କ୍ଷମତାସୀନ ଏଆଇଡିଏମ୍‌କେ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିସାରିଛି, କେନ୍ଦ୍ର ଏହି ବୋର୍ଡକୁ ନିଜ ଅଧୀନକୁ ନେଉ ଏବଂ ତାମିଲନାଡ଼ୁକୁ ପାଣି ମିଳିବା ନିଶ୍ଚିତ କରୁ। ଏଥି ସହିତ ଗୋଦାବରୀ ସହିତ କାବେରୀକୁ ଲିଙ୍କ କରିଲେ ତାମିଲନାଡ଼ୁକୁ ୩୦୦ ଟିଏମ୍‌ସି ଜଳ ଆସିପାରିବ ବୋଲି ଏହି ଅବସରରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଦୁଇ ରାଜ୍ୟ ମଧ୍ୟରେ ବହୁ ଦଶନ୍ଧି ଧରି ଜଳକୁ ନେଇ ବିବାଦ ଚାଲିଆସିଛି। ତାମିଲନାଡ଼ୁରେ କମ୍‌ ବର୍ଷା ଏବଂ ଜଳଭଣ୍ଡାରରେ ଜଳର ପରିମାଣ ଖୁବ୍‌ କମ୍‌ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ବିରୋଧୀ ଡିଏମ୍‌କେ ଶାସକ ଏଆଇଡିଏମ୍‌କେକୁ ଟାର୍ଗେଟ୍‌ କରିଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story