ପୁଣି ୮୧୭ ପଜିଟିଭ, ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପାର୍‌

ଚେନ୍ନାଇ: ମହାରାଷ୍ଟ୍ର ପରେ ଅଦୃଶ୍ୟ ଶତ୍ରୁ କରୋନା ଦ୍ୱାରା ତାମିଲନାଡୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦିନକୁ ଦିନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୮୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପାର କରିଛି। ସେହିପରି ୨୪ ଘଣ୍ଟାରେ କରୋନା ୬ ଜଣଙ୍କ ମୁଣ୍ଡ ନେଇଛି। ମେ’ ୨୫ ପରେ ତାମିଲନାଡୁରେ ଗୋଟିଏ ଦିନରେ କେବେ ହେଲେ ଏତେ ସଂଖ୍ୟକ ପଜିଟିଭ […]

h

h

Hemant Lenka
  • Published: Wednesday, 27 May 2020
  • Updated: 27 May 2020, 08:09 PM IST

Sports

Latest News

ଚେନ୍ନାଇ: ମହାରାଷ୍ଟ୍ର ପରେ ଅଦୃଶ୍ୟ ଶତ୍ରୁ କରୋନା ଦ୍ୱାରା ତାମିଲନାଡୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦିନକୁ ଦିନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୮୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପାର କରିଛି। ସେହିପରି ୨୪ ଘଣ୍ଟାରେ କରୋନା ୬ ଜଣଙ୍କ ମୁଣ୍ଡ ନେଇଛି।

ମେ’ ୨୫ ପରେ ତାମିଲନାଡୁରେ ଗୋଟିଏ ଦିନରେ କେବେ ହେଲେ ଏତେ ସଂଖ୍ୟକ ପଜିଟିଭ କେସ୍‌ ସାମ୍ନାକୁ ଆସି ନଥିଲା। ମେ’ ୨୫ରେ ୮୦୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ହେଲେ ଆଜି ଗୋଟିଏ ଦିନରେ ସର୍ବାଧିକ ୮୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୪୫ ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୩୩ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ୫୬୭ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯,୯୦୯ରେ ପହଞ୍ଚି ଯାଇଛି।

ଆଜି ରାଜ୍ୟରେ ମୋଟ ୧୧,୨୩୧ଟି ନମୁନା ପରୀକ୍ଷା ହୋଇଛି। ଏହାକୁ ମିଶାଇ ତାମିଲନାଡୁରେ ୪ ଲକ୍ଷରୁ ଅଧିକ ଟେଷ୍ଟ ଶେଷ ହେଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story