ଟାର୍ଗେଟରେ ଦିଲ୍ଲୀ: ପଞ୍ଜାବ ସୀମା ଦେଇ ଅନୁପ୍ରବେଶ କରିଛନ୍ତି ୧୫ରୁ ଅଧିକ ଆତଙ୍କବାଦୀ

ନୂଆଦିଲ୍ଲୀ: ପୁଣି ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ସୀମାନ୍ତବର୍ତ୍ତୀ ରାଜ୍ୟ ପଞ୍ଜାବ ଓ ଦେଶର ରାଜଧାନୀ ନୂଆଦିଲ୍ଲୀ। ପଞ୍ଜାବର ରାଜଧାନୀ ଅମୃତସର ମଧ୍ୟ ଆତଙ୍କୀଙ୍କ ଟାର୍ଗେଟରେ ରହିଛି। ଆତଙ୍କବାଦୀମାନେ ଆକ୍ରମଣ କରି ଧନ ଜୀବନ ନଷ୍ଟ କରିବାକୁ ଯୋଜନା କରୁଛି। ଏଥିପାଇଁ ପାକିସ୍ତାନ ପଟୁ ୧୫ରୁ ୨୦ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୋମବାର ଏହି ସର୍ତକ ସୂଚନା ଦେଇଛି ଗୁଇନ୍ଦା ବିଭାଗ। ଭାରତକୁ ପ୍ରବେଶ କରିଥିବା ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆଇଏସଆଇ ପକ୍ଷରୁ ପ୍ରଶିକ୍ଷଣ ପାଇଛନ୍ତି। […]

lashkar

lashkar

Rakesh Mallick
  • Published: Monday, 28 September 2015
  • Updated: 28 September 2015, 04:28 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ସୀମାନ୍ତବର୍ତ୍ତୀ ରାଜ୍ୟ ପଞ୍ଜାବ ଓ ଦେଶର ରାଜଧାନୀ ନୂଆଦିଲ୍ଲୀ। ପଞ୍ଜାବର ରାଜଧାନୀ ଅମୃତସର ମଧ୍ୟ ଆତଙ୍କୀଙ୍କ ଟାର୍ଗେଟରେ ରହିଛି। ଆତଙ୍କବାଦୀମାନେ ଆକ୍ରମଣ କରି ଧନ ଜୀବନ ନଷ୍ଟ କରିବାକୁ ଯୋଜନା କରୁଛି। ଏଥିପାଇଁ ପାକିସ୍ତାନ ପଟୁ ୧୫ରୁ ୨୦ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ସୋମବାର ଏହି ସର୍ତକ ସୂଚନା ଦେଇଛି ଗୁଇନ୍ଦା ବିଭାଗ।

ଭାରତକୁ ପ୍ରବେଶ କରିଥିବା ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆଇଏସଆଇ ପକ୍ଷରୁ ପ୍ରଶିକ୍ଷଣ ପାଇଛନ୍ତି। ସେମାନଙ୍କୁ ବିଭିନ୍ନ ଅତ୍ୟାଧୁନିକ ବନ୍ଧୁକ ଓ ଅସ୍ତ୍ର ଚାଳନାର ବିଦ୍ୟା ପିଓକେ ଓ ଅନ୍ୟାନ୍ୟ ସ୍ଥାନରେ ଦିଆଯାଇଛି। ସେମାନଙ୍କୁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ସହୀଦ ହାଫିଜ ପ୍ରଶିକ୍ଷଣ ଦେଇଛି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି।

ମିଳିଥିବା ସୂଚନା ମୁତାବକ ଆଇଏସଆଇ କର୍ମକର୍ତ୍ତାମାନେ ପିଓକେରେ ପାକିସ୍ତାନର ବିଭିନ୍ନ ଆତଙ୍କୀ ସଂସ୍ଥା ଲସ୍କର-ଇ-ତୋଇବା, ଜୈସ-ଇ-ମୋହମ୍ମେଡ, ହିଜବୁଲ ମୁଜ୍ଜାହିଦ୍ଧିନ୍, ବାବର ଖାଲସା ଇଣ୍ଟରନ୍ୟାଶନାଲ, ଖାଲିସ୍ତାନ ଜିନ୍ଦାବାଦ୍ ଫୋର୍ସ ଓ ଶିଖ୍ ଆତଙ୍କୀଙ୍କର ଏକ ବୈଠକ ବସିଛି। ଏହି ବୈଠକରେ ଭାରତର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିବାର ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ସୂଚନା ମିଳିଛି। ଏହି ବୈଠକରେ ମଧ୍ୟରେ ବହୁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଉପସ୍ଥିତ ଥିଲେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story