ଦିନରେ ବାଜି ପାରିବନି ସନ୍ନିଙ୍କ କଣ୍ଡୋମ୍‌ ବିଜ୍ଞାପନ

ମୁମ୍ବାଇ: ପର୍ନଷ୍ଟାରରୁ ବଲିଉଡରେ ଡେବ୍ୟୁ କରିଥିବା ସନ୍ନି ଲିଓନଙ୍କ ପାଇଁ ବିବାଦ କିଛି ନୂଆ ନୁହେଁ। କିଛି ନା କିଛି କାରଣ ଲାଗି ସେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ, ଏବେ ନୂଆ ଗୋଟିଏ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ସନ୍ନି। ତାଙ୍କ ଅଭିନୀତ କଣ୍ଡୋମ୍‌ ବିଜ୍ଞାପନ ଉପରେ କଟକଣା ଲାଗିଛି। ଏହି ଆଡ୍‌ ଏଣିକି ଆଉ ଦିନତମାମ୍  ଟିଭି ପରଦାରେ ଦେଖିବାକୁ ମିଳିବନି। ମାତ୍ରାଧିକ ଶୃଙ୍ଗାର ଉଦ୍ଦୀପକ ଦୃଶ୍ୟ ସମ୍ମଳୀତ ଏହି ବିଜ୍ଞାପନ କେବଳ ପ୍ରାପ୍ତ ବୟସ୍କଙ୍କ […]

sunnyleonee image

sunnyleonee image

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 04:46 PM IST

Sports

Latest News

ମୁମ୍ବାଇ: ପର୍ନଷ୍ଟାରରୁ ବଲିଉଡରେ ଡେବ୍ୟୁ କରିଥିବା ସନ୍ନି ଲିଓନଙ୍କ ପାଇଁ ବିବାଦ କିଛି ନୂଆ ନୁହେଁ। କିଛି ନା କିଛି କାରଣ ଲାଗି ସେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ, ଏବେ ନୂଆ ଗୋଟିଏ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ସନ୍ନି। ତାଙ୍କ ଅଭିନୀତ କଣ୍ଡୋମ୍‌ ବିଜ୍ଞାପନ ଉପରେ କଟକଣା ଲାଗିଛି।

ଏହି ଆଡ୍‌ ଏଣିକି ଆଉ ଦିନତମାମ୍  ଟିଭି ପରଦାରେ ଦେଖିବାକୁ ମିଳିବନି। ମାତ୍ରାଧିକ ଶୃଙ୍ଗାର ଉଦ୍ଦୀପକ ଦୃଶ୍ୟ ସମ୍ମଳୀତ ଏହି ବିଜ୍ଞାପନ କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ରହିଥିବାରୁ ଏହାର ପ୍ରସାରଣ ଉପରେ କଟକଣା ଲଗାଯାଇଛି। ଏଣିକି କେବଳ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ବିଜ୍ଞାପନ ଟିଭି ପରଦାରେ ଦେଖିବାକୁ ମିଳିବ।

ଏହି ବିଜ୍ଞାପନ ସମ୍ପର୍କିତ ଅନେକ ଅଭିଯୋଗ ହସ୍ତଗତ ହୋଇଥିବାରୁ ଶେଷରେ ଏହି ନିଷ୍ପତ୍ତି ନେଇଛି ASCI(Advertising Standards Council of India) । ASCI ପକ୍ଷରୁ ଏ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ମଧ୍ୟ ଅବଗତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଟିଭି ଚ୍ୟାନାଲକୁ ଏ ସମ୍ପର୍କରେ ଜଣାଇବା ପାଇଁ ଅନୁରୋଧ କରାଯାଇଛି। Deccan Chronicle ରିପୋର୍ଟ ଆଧାରରେ ନିକଟରେ ମହାରାଷ୍ଟ୍ର ମହିଳା କମିଶନ ଏ ସମ୍ପର୍କରେ ASCI ନିକଟରେ ଏକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ଯାହାକୁ ତର୍ଜମା କରିବା ପରେ ଏଭଳି ପଦକ୍ଷେପ ନିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story