“ତେଜସ୍ୱୀ ମୋଦିଙ୍କ ବାବଦରେ ମତ ଦେବା ତାଙ୍କ ମାନସିକ ଦେବାଳିଆପଣକୁ ପ୍ରମାଣ କରୁଛି”

ଲକ୍ଷ୍ନୌ: ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାକୁ ନେଇ ପାଲଟା ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ବିଜେପି ସଭାପତି ମହେନ୍ଦ୍ର ନାଥ ପାଣ୍ଡେ। ସେ କହିଛନ୍ତି ତେଜସ୍ୱୀ ନିଜର ମାନସିକ ଦେବାଳିଆପଣ ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି। ପାଣ୍ଡେ ଏକ ବିବୃତ୍ତିରେ କହିଛନ୍ତି, “ଜଣେ ବ୍ୟକ୍ତି ତାଙ୍କ ରାଜ୍ୟରେ ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ଅସମର୍ଥ, ସେ ଉତ୍ତରପ୍ରଦେଶ ବାବଦରେ ମତ ଦେବାକୁ ବାହାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ସମାଲୋଚନା କରିବା […]

tejaswi

tejaswi

Subrat Kumar Nayak
  • Published: Tuesday, 15 January 2019
  • Updated: 15 January 2019, 08:31 AM IST

Sports

Latest News

ଲକ୍ଷ୍ନୌ: ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାକୁ ନେଇ ପାଲଟା ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ବିଜେପି ସଭାପତି ମହେନ୍ଦ୍ର ନାଥ ପାଣ୍ଡେ। ସେ କହିଛନ୍ତି ତେଜସ୍ୱୀ ନିଜର ମାନସିକ ଦେବାଳିଆପଣ ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି।

ପାଣ୍ଡେ ଏକ ବିବୃତ୍ତିରେ କହିଛନ୍ତି, “ଜଣେ ବ୍ୟକ୍ତି ତାଙ୍କ ରାଜ୍ୟରେ ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ଅସମର୍ଥ, ସେ ଉତ୍ତରପ୍ରଦେଶ ବାବଦରେ ମତ ଦେବାକୁ ବାହାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ସମାଲୋଚନା କରିବା ତାଙ୍କ ମାନସିକ ଦେବାଳିଆପଣକୁ ପ୍ରମାଣିତ କରୁଛି।”

ସେ ଆହୁରି ମଧ୍ୟ କହିଥିଲେ ଯେ, ଗୋଟିଏ ପଟେ ତାଙ୍କ ବାପା ଦୁର୍ନୀତି ମାମଲାରେ ଫସି ଜେଲ୍‌ରେ ଅଛନ୍ତି ଏବଂ ଅନ୍ୟପକ୍ଷରେ ସେ ତାଙ୍କ ଭାଇ ପାଇଁ ଚିନ୍ତିତ ଅଛନ୍ତି।ତେଣୁ ସେ ବିହାର ଏବଂ ଉତ୍ତରପ୍ରଦେଶ ନୁହେଁ, ସମଗ୍ର ଭାରତବର୍ଷର ଚିତ୍ର ବାବଦରେ ଅଜ୍ଞ।

ସୂଚନାଯୋଗ୍ୟ ଯେ, ସୋମବାର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ମୋଦିଙ୍କୁ ସମାଲୋଚନା କରିଥିଲେ।

ଏହାର ଜବାବରେ ପାଣ୍ଡେ କହିଛନ୍ତି, କିଏ ଅସାଧୁ ସାଧାରଣ ନିର୍ବାଚନ ନିଷ୍ପତ୍ତି ନେବ। ଉଭୟ ଉତ୍ତରପ୍ରଦେଶ ଏବଂ ବିହାରର ଦୁଇ ‘ଯୁବରାଜ’ ଦଳର କ୍ଷମତା ହାତେଇଛନ୍ତି ଏବଂ ଉଭୟ ରାଜ୍ୟର ଲୋକେ ଭଲ ଭାବରେ ଜାଣିଛନ୍ତି ଦୁଇ ରାଜ୍ୟ ପଛୁଆ ହେବା ପାଇଁ ଏହି ଦୁଇ ଦଳ ହିଁ ଦାୟୀ। ସଆମାନେ ଭୁଲିଯାଉଛନ୍ତି ଏହା ୨୦୧୯, ୧୯୯୩ ନୁହେଁ। ଲୋକେ ବର୍ତ୍ତମାନ ଜାତିବାଦ ରାଜନୀତିରୁ ଊର୍ଦ୍ଧ୍ୱରେ। ବିଜେପି ପ୍ରତିଟି ଘରେ ପହଞ୍ଚିଛି ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାମ କରିଆସିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story