ରେଳବାଇ ଟେଣ୍ଡର ଦୁର୍ନୀତି ମାମଲା: ସିବିଆଇରେ ହାଜର ହେଲେ ତେଜସ୍ୱୀ

ନୂଆଦିଲ୍ଲୀ: ବିହାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ସିବିଆଇରେ ହାଜର ହୋଇଛନ୍ତି। ରେଳବାଇ ଟେଣ୍ଡର ଦୁର୍ନୀତି, ବ୍ୟାପକ ଜମି ହେରଫେରକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସିବିଆଅଏହାର ତଦନ୍ତ କରୁଛି। ତେବେ ଆଜି ରେଳବାଇ ଟେଣ୍ଡର ଦୁର୍ନୀତି ମାମଲାକୁ ନେଇ ତେଜସ୍ୱୀଙ୍କୁ ମାରାଥନ ଜେରା କରିଥିଲା ସିବିଆଇ। ଲାଲୁ ରେଳବାଇ ମନ୍ତ୍ରୀ ଥିବା ବେଳେ ରେଳବାଇର ବିଭିନ୍ନ ଟେଣ୍ଡରରେ ସମ୍ପର୍କୀୟଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗରେ ମାମଲା ଦାଏର ହୋଇଛି। ଲାଲୁ, […]

Tejaswi-Yadav

Tejaswi-Yadav

Rakesh Mallick
  • Published: Friday, 06 October 2017
  • Updated: 06 October 2017, 07:20 PM IST

Sports

Latest News

ନୂଆଦିଲ୍ଲୀ: ବିହାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ସିବିଆଇରେ ହାଜର ହୋଇଛନ୍ତି। ରେଳବାଇ ଟେଣ୍ଡର ଦୁର୍ନୀତି, ବ୍ୟାପକ ଜମି ହେରଫେରକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସିବିଆଅଏହାର ତଦନ୍ତ କରୁଛି। ତେବେ ଆଜି ରେଳବାଇ ଟେଣ୍ଡର ଦୁର୍ନୀତି ମାମଲାକୁ ନେଇ ତେଜସ୍ୱୀଙ୍କୁ ମାରାଥନ ଜେରା କରିଥିଲା ସିବିଆଇ।

ଲାଲୁ ରେଳବାଇ ମନ୍ତ୍ରୀ ଥିବା ବେଳେ ରେଳବାଇର ବିଭିନ୍ନ ଟେଣ୍ଡରରେ ସମ୍ପର୍କୀୟଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗରେ ମାମଲା ଦାଏର ହୋଇଛି। ଲାଲୁ, ଲାଲୁଙ୍କ ପୁଅ ତେଜସ୍ୱୀ, ପତ୍ନୀ ରାବିଡି ଦେବୀ ସମେତ କିଛି ରେଳ ବିଭାଗ ଅଧିକାରୀଙ୍କ ବିରୋଧରେ ତଦନ୍ତ କରୁଛି ସିବିଆଇ ଏହାସହ ପାଟଣାରେ ତିନି ଏକରର ଜମିରେ ସପିଂ ମଲ୍ ନିର୍ମାଣକୁ ନେଇ ବି ଦୁର୍ନୀତି ଅଭିଯୋଗ ହୋଇଛି। ଏହାର ମଧ୍ୟ ସିବିଆଇ ତଦନ୍ତ ଚାଲିଛି। ଏନେଇ ଗତକାଲି ସିବିଆଇରେ ହାଜର ହୋଇଥିଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story