ଅଗଷ୍ଟ ୧୫ରେ ‘ଶ୍ରେଷ୍ଠ କନଷ୍ଟେବଲ’ ପୁରସ୍କାର, ପରଦିନ ୧୭ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ହାଇଦ୍ରାବାଦ: ସ୍ୱାଧୀନତା ଦିବସ ଅବସରରେ ‘ଶ୍ରେଷ୍ଠ କନଷ୍ଟେବଲ’ ପୁରସ୍କାର ପାଇଥିବା ଜଣେ ପୁଲିସ୍‌ କର୍ମଚାରୀ ଏହାର ୨୪ ଘଣ୍ଟା ପରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ମେହବୁବ୍‌ନଗରରେ କନ୍‌ଷ୍ଟେବଲ ଭାବେ ନିଯୁକ୍ତ ପାଲ୍ଲେ ତିରୁପତି ରେଡ୍ଡୀଙ୍କୁ ଗତ ଅଗଷ୍ଟ ୧୫ରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡ଼ ସମ୍ମାନିତ କରିଥିଲେ। ଏହି ଅବସରରେ ଜିଲ୍ଲା ଏସ୍‌ପି ରେମା ରାଜେଶ୍ୱରୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ପୁରସ୍କୃତ ହେବାର ଗୋଟିଏ ଦିନ ପରେ ଏବେ ପୁଣି ଥରେ ଖବର […]

telengana

telengana

Subrat Kumar Nayak
  • Published: Saturday, 17 August 2019
  • Updated: 17 August 2019, 04:24 PM IST

Sports

Latest News

ହାଇଦ୍ରାବାଦ: ସ୍ୱାଧୀନତା ଦିବସ ଅବସରରେ ‘ଶ୍ରେଷ୍ଠ କନଷ୍ଟେବଲ’ ପୁରସ୍କାର ପାଇଥିବା ଜଣେ ପୁଲିସ୍‌ କର୍ମଚାରୀ ଏହାର ୨୪ ଘଣ୍ଟା ପରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ମେହବୁବ୍‌ନଗରରେ କନ୍‌ଷ୍ଟେବଲ ଭାବେ ନିଯୁକ୍ତ ପାଲ୍ଲେ ତିରୁପତି ରେଡ୍ଡୀଙ୍କୁ ଗତ ଅଗଷ୍ଟ ୧୫ରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡ଼ ସମ୍ମାନିତ କରିଥିଲେ। ଏହି ଅବସରରେ ଜିଲ୍ଲା ଏସ୍‌ପି ରେମା ରାଜେଶ୍ୱରୀ ମଧ୍ୟ ଉପସ୍ଥିତ ଥିଲେ।

କିନ୍ତୁ ପୁରସ୍କୃତ ହେବାର ଗୋଟିଏ ଦିନ ପରେ ଏବେ ପୁଣି ଥରେ ଖବର ପାଲଟିଯାଇଛନ୍ତି କନଷ୍ଟେବଲ ପାଲ୍ଲେ। ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ସେ ୧୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦୁର୍ନୀତି ନିରୋଧୀ ବ୍ୟୁରୋ ହାତରେ ଧରାପଡ଼ିଛନ୍ତି।

ଅଭିଯୋଗକାରୀ ରମେଶଙ୍କ କହିବା ଅନୁଯାୟୀ, ତାଙ୍କ ନିକଟରେ ବାଲି ପରିବହନ ପାଇଁ ଅନୁମତି ଥିଲେ ମଧ୍ୟ ପୁଲିସ୍‌ ତାଙ୍କଠାରୁ ଲାଞ୍ଚ ମାଗୁଥିଲା। ଶେଷ ଖବର ସୁଦ୍ଧା ଗିରଫ ହୋଇଥିବା ପୁଲିସ୍‌ କର୍ମଚାରୀ ପାଲ୍ଲେଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story