ବଜେଟ୍‌ରେ ୧୦ଟି ବଡ଼ ଘୋଷଣା

୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍‌ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ। ୨: ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ […]

aqa

aqa

Hemant Lenka
  • Published: Friday, 05 July 2019
  • Updated: 05 July 2019, 03:13 PM IST

Sports

Latest News

୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍‌ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ।

୨: ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ୧୦%ରୁ ୧୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି।

୩: ସମସ୍ତଙ୍କୁ ଶସ୍ତା ଦରରେ ଗୃହ ଯୋଗାଣ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ୪୫ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୩ ଲକ୍ଷ ଟଙ୍କା ଛାଡ଼ କରାଯିବାକୁ ନିଷ୍ପତ୍ତି।

୪: ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି।

୫: ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୧ ଟଙ୍କା ସେସ୍‌ ବୃଦ୍ଧି

୬: ବିଦ୍ୟୁତ/ ବ୍ୟାଟେରୀ ଚାଳିତ ଯାନ ଉପରେ ଲାଗୁ ହେଉଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି।

୭: ଯେଉଁ କମ୍ପାନୀ ମାନଙ୍କର ବାର୍ଷିକ ଆୟ ୪୦୦ କୋଟି ଟଙ୍କା ସେମାନେ ୨୫% କର୍ପୋରେଟ୍‌ ଟିକସ ସ୍ଲାବରେ ସାମିଲ ହେବେ।

୮: ଗାନ୍ଧିବାଦର ପ୍ରଚାର ଓ ପ୍ରସାର ପାଇଁ ଗାନ୍ଧି-ପେଡିଆ ଆରମ୍ଭ ହେବ।

୯: ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ନୂଆ ରୂପରେ ପ୍ରଚଳନ କରାଯିବ।

୧୦: ୬୦ ବର୍ଷ ହେବା ପରେ ଉଠା ଓ ଛୋଟ ଦୋକାନୀଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story