ପାକିସ୍ତାନକୁ ଗ୍ରହଣୀୟ ପଡ଼ୋଶୀ ହେବାରୁ ଅଟକାଉଛି ଏହି ଶିଳ୍ପ!

ଲଣ୍ଡନ୍‌: ପାକିସ୍ତାନ ପ୍ରାୟୋଜିତ ବୃହତ୍‌ ଆତଙ୍କବାଦୀ ଉତ୍ପାଦନ ଶିଳ୍ପ ଏହାର ସରକାରଙ୍କୁ ସାଧାରଣ ପଡ଼ୋଶୀ ହେବାରୁ ରୋକୁଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଲଣ୍ଡନ୍‌ ନିକଟସ୍ଥ ବର୍ମିଂହାମ୍‌ରେ ବ୍ରିଟେନ୍‌-ଭାରତ ସପ୍ତାହ କାର୍ଯ୍ୟକ୍ରମରେ ଲାଇଭ୍‌ ଭିଡିଓ ଜରିଆରେ ସେ ଏହି ମତ ରଖିଛନ୍ତି। ଏହି ଅବସରରେ ଜୟଶଙ୍କର କହିଛନ୍ତି ବ୍ରିଟେନ୍‌ ଆହୁରି ଅଧିକ ସକ୍ରିୟ ହୋଇ ଆତଙ୍କବାଦ ବିରୋଧରେ ସମସ୍ତଙ୍କୁ ଏକାଠି କରୁ। କାରଣ ଯାହା ପାକିସ୍ତାନ ଆଜି କରୁଛି, ସମଗ୍ର ଵିଶ୍ଵ ଉପରେ ଏହାର […]

s-jayshankar

s-jayshankar

Subrat Kumar Nayak
  • Published: Wednesday, 26 June 2019
  • Updated: 26 June 2019, 09:40 PM IST

Sports

Latest News

ଲଣ୍ଡନ୍‌: ପାକିସ୍ତାନ ପ୍ରାୟୋଜିତ ବୃହତ୍‌ ଆତଙ୍କବାଦୀ ଉତ୍ପାଦନ ଶିଳ୍ପ ଏହାର ସରକାରଙ୍କୁ ସାଧାରଣ ପଡ଼ୋଶୀ ହେବାରୁ ରୋକୁଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ଲଣ୍ଡନ୍‌ ନିକଟସ୍ଥ ବର୍ମିଂହାମ୍‌ରେ ବ୍ରିଟେନ୍‌-ଭାରତ ସପ୍ତାହ କାର୍ଯ୍ୟକ୍ରମରେ ଲାଇଭ୍‌ ଭିଡିଓ ଜରିଆରେ ସେ ଏହି ମତ ରଖିଛନ୍ତି। ଏହି ଅବସରରେ ଜୟଶଙ୍କର କହିଛନ୍ତି ବ୍ରିଟେନ୍‌ ଆହୁରି ଅଧିକ ସକ୍ରିୟ ହୋଇ ଆତଙ୍କବାଦ ବିରୋଧରେ ସମସ୍ତଙ୍କୁ ଏକାଠି କରୁ। କାରଣ ଯାହା ପାକିସ୍ତାନ ଆଜି କରୁଛି, ସମଗ୍ର ଵିଶ୍ଵ ଉପରେ ଏହାର ପ୍ରଭାବ ପଡ଼ୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନରେ ଆତଙ୍କବାଦ ଏକ ବୃହତ୍‌ ଶିଳ୍ପ ପରି ଚାଲିଛି। ତାଙ୍କ ସରକାର ଭାବୁଛନ୍ତି ଏହା ପଡ଼ୋଶୀମାନଙ୍କ ବିରୋଧରେ ଏକ ଅଵ୍ୟର୍ଥ ଅସ୍ତ୍ର। ଏପରି ଆଚରଣ କେବଳ ଭାରତ କାହିଁକି କୌଣସି ରାଷ୍ଟ୍ର ପାଇଁ କେବେ ମଧ୍ୟ ଗ୍ରହଣୀୟ ହେବନି। ଜୟଶଙ୍କର କହିଛନ୍ତି, "ଆଜିର ପ୍ରଶ୍ନ ହେଉଛି, ପାକିସ୍ତାନ ଏକ ସାଧାରଣ ଦେଶ ଏବଂ ସାଧାରଣ ପଡ଼ୋଶୀ ଭଳି ବ୍ୟବହାର କରିବାକୁ ରାଜି ତ? ମୁଁ ଭାବୁଛି ବିଶ୍ୱରେ ଏମିତି କୌଣସି ଦେଶ ନଥିବ ଯାହା ଆତଙ୍କବାଦୀଙ୍କ ଉତ୍ପାଦନ ପାଇଁ ଏତେ ଆଗ୍ରହୀ ଥିବ।"

ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଯୋଗାଯୋଗ ଦକ୍ଷିଣ ଏସିଆର ମୁଖ୍ୟ ଆବଶ୍ୟକତା ଯୋଗାଯୋଗ। କିନ୍ତୁ ପାକିସ୍ତାନ ଏଥିରେ ସହଯୋଗ ନକରିବା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଦେଶ ଆତଙ୍କବାଦ ପାଇଁ ଆଗଭର, କିନ୍ତୁ ବ୍ୟବସାୟ ପାଇଁ ପଛରେ। ଏହା ଏକ ସହଜ ଚ୍ୟାଲେଞ୍ଜ ନୁହେଁ। ଏଥିପାଇଁ ସମସ୍ତେ ଏକାଠି ହୋଇ ପାକିସ୍ତାନ ଉପରେ ଚାପ ପକାଇବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story