ଆଉ ୫ ବର୍ଷ ମଧ୍ୟରେ ଦେଶରୁ ଶେଷ ହୋଇଯିବ ଆତଙ୍କବାଦ ଓ ନକ୍ସଲବାଦ ସମସ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ୨୦୨୨ ମସିହା ମଧ୍ୟରେ ଆତଙ୍କବାଦ, ନକ୍ସଲବାଦ, ବାମପନ୍ଥୀ ଉଗ୍ରବାଦ ଓ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଲୋକଙ୍କୁ ବିଶ୍ୱାସ ଦେଇଛନ୍ତି।  ୨୦୧୭ରୁ ୨୦୨୨ ନୂତନ ଭାରତ ନିର୍ମାଣ କାର୍ଯ୍ୟକ୍ରମ ଅବସରରେ ଭାରତକୁ ସ୍ୱଚ୍ଛ, ଗରିବୀ ମୁକ୍ତ , ଦୁର୍ନୀତି ମୁକ୍ତ, ଆତଙ୍କବାଦ ମୁକ୍ତ , ସଂପ୍ରଦାୟିକତା ମୁକ୍ତ ଓ ଜାତିବାଦ ମୁକ୍ତ ଭାରତ ନିର୍ମାଣ କରିବା ପାଇଁ ରାଜନାଥ ଶପଥ କରାଇଥିଲେ। ଗୃହମନ୍ତ୍ରୀ କହିଥିଲେ,“ମହାତ୍ମା ଗାନ୍ଧି […]

rajanath

rajanath

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 11:01 AM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ ୨୦୨୨ ମସିହା ମଧ୍ୟରେ ଆତଙ୍କବାଦ, ନକ୍ସଲବାଦ, ବାମପନ୍ଥୀ ଉଗ୍ରବାଦ ଓ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଲୋକଙ୍କୁ ବିଶ୍ୱାସ ଦେଇଛନ୍ତି।  ୨୦୧୭ରୁ ୨୦୨୨ ନୂତନ ଭାରତ ନିର୍ମାଣ କାର୍ଯ୍ୟକ୍ରମ ଅବସରରେ ଭାରତକୁ ସ୍ୱଚ୍ଛ, ଗରିବୀ ମୁକ୍ତ , ଦୁର୍ନୀତି ମୁକ୍ତ, ଆତଙ୍କବାଦ ମୁକ୍ତ , ସଂପ୍ରଦାୟିକତା ମୁକ୍ତ ଓ ଜାତିବାଦ ମୁକ୍ତ ଭାରତ ନିର୍ମାଣ କରିବା ପାଇଁ ରାଜନାଥ ଶପଥ କରାଇଥିଲେ।

ଗୃହମନ୍ତ୍ରୀ କହିଥିଲେ,“ମହାତ୍ମା ଗାନ୍ଧି ସ୍ୱଚ୍ଛତାର ମହତ୍ତ୍ୱକୁ ଜାଣି ପାରି ଏହାକୁ ଏକ ଅଭିଯାନର ରୂପ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରାଇଛନ୍ତି। ବିଜେପି ସରକାର କୌଣସି ରାଜନୀତି କରୁ ନାହିଁ। ଦେଶ ନିର୍ମାଣ ଓ ବିକାଶକୁ ଦଳ ଜୋର ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story