ଭାରତୀୟ ସେନାକୁ ବଡ଼ ସଫଳତା: ଏନକାଉଣ୍ଟରରେ ଆବୁ ଇସମାଇଲ ନିହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ସେନାକୁ ବଡ ସଫଳତା। ଏନକାଉଣ୍ଟରରେ ଟପ୍ ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର-ଇ-ତୋଇବା କମାଣ୍ଡର ଆବୁ ଇସମାଇଲ ନିହତ। ଚଳିତ ବର୍ଷ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା ଆବୁ ଇସମାଇଲ। ଆଜି ଜାମୁ କାଶ୍ମୀରର ନୌଗାମ୍‌ରେ ଭାରତୀୟ ସେନା ସହ ଏନକାଉଣ୍ଟରରେ ଆବୁ ଇସମାଇଲର ମୃତ୍ୟୁ ହୋଇଛି। ଆବୁ ଇସମାଇଲର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଏହି ଏନକାଉଣ୍ଟରେ ନିହତ ହୋଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ଲସ୍କର […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 07:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ସେନାକୁ ବଡ ସଫଳତା। ଏନକାଉଣ୍ଟରରେ ଟପ୍ ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର-ଇ-ତୋଇବା କମାଣ୍ଡର ଆବୁ ଇସମାଇଲ ନିହତ। ଚଳିତ ବର୍ଷ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା ଆବୁ ଇସମାଇଲ। ଆଜି ଜାମୁ କାଶ୍ମୀରର ନୌଗାମ୍‌ରେ ଭାରତୀୟ ସେନା ସହ ଏନକାଉଣ୍ଟରରେ ଆବୁ ଇସମାଇଲର ମୃତ୍ୟୁ ହୋଇଛି। ଆବୁ ଇସମାଇଲର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଏହି ଏନକାଉଣ୍ଟରେ ନିହତ ହୋଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ଲସ୍କର କମାଣ୍ଡର ଆାବୁ ଦୁଜାନା ମଧ୍ୟ ସୁରକ୍ଷାକର୍ମୀଙ୍କ ହାତରେ ନିହତ ହୋଇଥିଲା। ଆବୁ ଦୁଜାନା ସ୍ଥାନରେ ଆବୁ ଇସମାଇଲକୁ ଲସ୍କରର ନୂଆ କମାଣ୍ଡର କରାଯାଇଥିଲା।  ୨୬ ବର୍ଷୀୟ ଆବୁ ଇସମାଇଲ ହେଉଛି ପାକିସ୍ତାନ ମୀରପୁରର ବାସିନ୍ଦା। ୨ ବର୍ଷ ପୂର୍ବରୁ ସେ କଶ୍ମୀରକୁ ପଳାଇ ଆସିଥିଲା। ଅନନ୍ତ ନାଗ ଏବଂ ଏହାର ଆଖପଖ ଅଞ୍ଚଳରେ ଆତଙ୍କବାଦ କାଯ୍ର୍ୟକଳାପରେ ସେ ସକ୍ରିୟ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story