ନୂଆ ବର୍ଷ ପୂର୍ବରୁ ଆକ୍ରମଣ: ୫ ଯବାନ ସହିଦ, ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ କାଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଛି। ଆତ୍ମଘାତୀ ଆତଙ୍କବାଦୀମାନେ ଅବନ୍ତିପୁରାର ଲିଥପୋରା ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି। ଟ୍ରେନିଂ କ୍ୟାମ୍ପ ପରେ ହୋଇଥିବା ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଛି। ଆତଙ୍କବାଦୀମାନେ ରାତି ପ୍ରାୟ ୨ଟା […]

crpf

crpf

Rakesh Mallick
  • Published: Sunday, 31 December 2017
  • Updated: 31 December 2017, 09:43 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ କାଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲା ହୋଇଛି। ଆତ୍ମଘାତୀ ଆତଙ୍କବାଦୀମାନେ ଅବନ୍ତିପୁରାର ଲିଥପୋରା ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି। ଟ୍ରେନିଂ କ୍ୟାମ୍ପ ପରେ ହୋଇଥିବା ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଛି।

ଆତଙ୍କବାଦୀମାନେ ରାତି ପ୍ରାୟ ୨ଟା ୧୦ରେ କ୍ୟାମ୍ପ ଭିତରେ ପଶିଥିଲେ। ସେମାନେ ପ୍ରଥମେ ଗ୍ରେନେଡ୍ ଫିଙ୍ଗି ଆକ୍ରମଣ କରିଥିଲେ। ଏହା ପରେ ସେମାନେ ଆଖିବୁଜା ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ପାଲଟା ଜବାବ ଦେବା ପରେ ସେମାନେ କ୍ୟାମ୍ପ ପରିସରରେ ଏକ ଚାରି ମହଲା କୋଠା ଭିତରେ ପଶି ଯାଇଥିଲେ। ସେମାନେ ଚତୁର୍ଥ ମହଲାକୁ ଚଢ଼ି ଯାଇ ସେଠାରୁ ଗୁଳି ଚଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story