ସ୍ୱଧୀନତା ଦିବସରେ ହମ୍‌ଲା କରିବାକୁ ଦିଲ୍ଲୀ ଆସୁଥିଲେ ଆତଙ୍କୀ, କିନ୍ତୁ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦିଲ୍ଲୀରେ ବିସ୍ଫୋରଣ କରିବାକୁ ଆତଙ୍କବାଦୀମାନେ ଯୋଜନା କରିଛନ୍ତି। ଏହାକୁ ସଫଳ କରିବା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ ମଧ୍ୟ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରରୁ ଜଣେ ଆତଙ୍କୀ ଗ୍ରେନେଡ୍‌ ଧରି ନୂଆଦିଲ୍ଲୀ ଆସୁଥିଲେ। କିନ୍ତୁ ଠିକଣା ସମୟରେ ପୁଲିସ୍‌ ସବୁ କିଛି ଭଣ୍ଡୁର କରିଦେଇଛି। ପୁଲିସ୍‌ ଗ୍ରେନେଡ୍‌ ଧରି ଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଜମ୍ମୁ ଆଇଜି ଏସ୍‌ଡିଏସ୍‌ ଜାମୱାଲ କହିଛନ୍ତି, ଇରଫାନ୍‌ […]

1482017225125360

1482017225125360

Ordigital Desk
  • Published: Monday, 06 August 2018
  • Updated: 06 August 2018, 06:31 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦିଲ୍ଲୀରେ ବିସ୍ଫୋରଣ କରିବାକୁ ଆତଙ୍କବାଦୀମାନେ ଯୋଜନା କରିଛନ୍ତି। ଏହାକୁ ସଫଳ କରିବା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ ମଧ୍ୟ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରରୁ ଜଣେ ଆତଙ୍କୀ ଗ୍ରେନେଡ୍‌ ଧରି ନୂଆଦିଲ୍ଲୀ ଆସୁଥିଲେ।

କିନ୍ତୁ ଠିକଣା ସମୟରେ ପୁଲିସ୍‌ ସବୁ କିଛି ଭଣ୍ଡୁର କରିଦେଇଛି। ପୁଲିସ୍‌ ଗ୍ରେନେଡ୍‌ ଧରି ଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଜମ୍ମୁ ଆଇଜି ଏସ୍‌ଡିଏସ୍‌ ଜାମୱାଲ କହିଛନ୍ତି, ଇରଫାନ୍‌ ହୁସେନ୍‌ ୱାନି ନାମକ ଯୁବକଠାରୁ ଗ୍ରେନେଡ୍‌ ଜବତ ହୋଇଛି। ତାଙ୍କ ଘର ଦକ୍ଷିଣ-କଶ୍ମୀରର ଦାଙ୍ଗେରପୋରା-ଅୱାନ୍ତିପୁରା ଗାଁରେ। ତାଙ୍କୁ ଗାନ୍ଧି ନଗର ଅଞ୍ଚଳରୁ ଗିରଫ କରାଯାଇଛି। ସେ ୮ଟି ଗ୍ରେନେଡ୍‌ ନେଇ ଦିଲ୍ଲୀରେ ଥିବା ଜଣେ ବ୍ୟକ୍ତିଙ୍କୁ ଦେବାକୁ ଯାଉଥିଲେ।

ଗ୍ରେନେଡ୍‌ ସହ ତା’ଠାରୁ ୬୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।

ଇରଫାନ୍‌ଙ୍କୁ ଜେରା ସମୟରେ ସେ ଜାକିର ମୁସା ଦ୍ୱାରା ପରିଚାଳିତ ଆତଙ୍କୀ ସଂଗଠନ ଅନସାର ଘାଜୱାଟ୍‌ ଉଲ୍‌-ହିନ୍ଦର ଦୁଇ ଜଣ ସଦସ୍ୟଙ୍କ ସହ ସମ୍ପର୍କରେ ଥିଲେ।

ଏବେ ପୁଲିସ୍‌ ଇରଫାନ୍‌ ଦିଲ୍ଲୀରେ କାହାକୁ ଗ୍ରେନେଡ୍‌ ଆଉ ଟଙ୍କା ଦେବାକୁ ଯାହଉଥିଲା, ତା’ର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story