ଛୁଟିରେ ଆସିଥିବା ଯବାନଙ୍କୁ ମାରିଦେଲେ ଆତଙ୍କବାଦୀ

ଶ୍ରୀନଗର: ଛୁଟିରେ ଆସିଥିବା ବେଳେ ଜଣେ ବିଏସ୍ଏଫ୍ ଯବାନଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଉତ୍ତର କାଶ୍ମୀରର ବାନ୍ଦିପୁରାର ବିଏସ୍ଏଫ୍ ଯବାନ ରମୀଜ ଅହମଦ ପରାଏ ଛୁଟିରେ ଘରକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ପ୍ରଥମେ ତାଙ୍କୁ ଘରୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ତେବେ ସେଥିରେ ବିଫଳ ହେବାରୁ ସେମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ୬ ବର୍ଷ ହେଲାଣି ବିଏସ୍‌ଏଫ୍‌ରେ ଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ତାଙ୍କ ପରିବାରର ଚାରି ଜଣ ସଦସ୍ୟ […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 09:39 AM IST

Sports

Latest News

ଶ୍ରୀନଗର: ଛୁଟିରେ ଆସିଥିବା ବେଳେ ଜଣେ ବିଏସ୍ଏଫ୍ ଯବାନଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଉତ୍ତର କାଶ୍ମୀରର ବାନ୍ଦିପୁରାର ବିଏସ୍ଏଫ୍ ଯବାନ ରମୀଜ ଅହମଦ ପରାଏ ଛୁଟିରେ ଘରକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ପ୍ରଥମେ ତାଙ୍କୁ ଘରୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ତେବେ ସେଥିରେ ବିଫଳ ହେବାରୁ ସେମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ୬ ବର୍ଷ ହେଲାଣି ବିଏସ୍‌ଏଫ୍‌ରେ ଥିଲେ।

ଆତଙ୍କବାଦୀଙ୍କ ଗୁଳିମାଡ଼ରେ ତାଙ୍କ ପରିବାରର ଚାରି ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ବାପା, ଦୁଇ ଭାଇ ଓ ମାଉସୀ। ତାଙ୍କ ମାଉସୀଙ୍କ ଅବସ୍ଥା ଗୁରୁତର ରହିଛି।  ଛୁଟିରେ ଆସିଥିବା ଜଣେ ଯବାନଙ୍କୁ ହତ୍ୟା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି।

ଏହା ପୂର୍ବରୁ ଚଳିତ ବର୍ଷ ମେ’ ୯ ତାରିଖରେ ସୋପିଆନ ଜିଲ୍ଲାରେ ସେନାଧିକାରୀ ଉମର ଫୟାଜଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେବା ପରେ ଗୁଳି କରି ହତ୍ୟା କରିଥିଲେ। ସେ ଜଣେ ସଂପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story