ଭାରତୀୟ ଗାଈ ମା’, ବିଦେଶୀ ଗାଈ ମାଉସୀ: ଦିଲ୍ଲୀପ ଘୋଷ

କୋଲକାତା: ସୋମବାର ନୂଆ ବିବାଦ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ। ସେ କହିଛନ୍ତି, ଯେଉଁମାନେ ଗୋମାଂସ ଖାଉଛନ୍ତି, ସେମାନେ କୁକୁର ମାଂସ ମଧ୍ୟ ଖାଇବା ଉଚିତ। ଗୋଷ କହିଛନ୍ତି, “କିଛି ବୁଦ୍ଧିଜୀବୀ ରାସ୍ତା ଉପରେ ଗୋମାଂସ ଖାଉଛନ୍ତି। ମୁଁ ସେମାନଙ୍କୁ କହିବି ସେମାନେ କୁକୁର ମାଂସ ମଧ୍ୟ ଖାଇବା ଉଚିତ। ସେମାନେ ଯାହା ଖାଇଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ରାସ୍ତା ଉପରେ କାହିଁକି? ଯାଇକି ଘରେ ଖାଅନା।” କୋଲକାତାଠାରୁ […]

ghosh

ghosh

Subrat Kumar Nayak
  • Published: Tuesday, 05 November 2019
  • Updated: 05 November 2019, 06:52 PM IST

Sports

Latest News

କୋଲକାତା: ସୋମବାର ନୂଆ ବିବାଦ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ। ସେ କହିଛନ୍ତି, ଯେଉଁମାନେ ଗୋମାଂସ ଖାଉଛନ୍ତି, ସେମାନେ କୁକୁର ମାଂସ ମଧ୍ୟ ଖାଇବା ଉଚିତ। ଗୋଷ କହିଛନ୍ତି, “କିଛି ବୁଦ୍ଧିଜୀବୀ ରାସ୍ତା ଉପରେ ଗୋମାଂସ ଖାଉଛନ୍ତି। ମୁଁ ସେମାନଙ୍କୁ କହିବି ସେମାନେ କୁକୁର ମାଂସ ମଧ୍ୟ ଖାଇବା ଉଚିତ। ସେମାନେ ଯାହା ଖାଇଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ରାସ୍ତା ଉପରେ କାହିଁକି? ଯାଇକି ଘରେ ଖାଅନା।”

କୋଲକାତାଠାରୁ ୧୦୦ କିମି ଦୂର ବର୍ଦ୍ଧମାନ ସହରରେ ସେ କହିଛନ୍ତି, ଗାଇ ଆମ ମା’। ଗୋମାଂସ ଖାଇବା ଭାରତରେ ଅପରାଧ। ଆମେ ଗାଇ କ୍ଷୀର ପିଇ ବଞ୍ଚୁଛୁ। ତେଣୁ ମୋ ମା’ ସହ ଯିଏ ଦୁର୍ବ୍ୟବହାର କରିବ, ମୁଁ ସେମାନଙ୍କ ସହ ସେହି ବ୍ୟବହାର କରିବି ଯାହା ସେମାନେ କରିଥା’ନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ଗାଇଙ୍କ କ୍ଷୀର ଇସତ୍‌ ହଳଦିଆ। କାରଣ ସେଥିରେ ସୁନା ମିଶିଥାଏ। ବିଦେଶରୁ ଅଣାଯାଉଥିବା ଗାଇ ଗାଇ ନୁହେଁ। ସେମାନେ ପଶୁ। ସେମାନେ ଆମ ଗୋମାତା ନୁହେଁ, ସେମାନେ ଆମ ମାଉସୀ। ଏହି ଆଣ୍ଟି ବା ମାଉସୀଙ୍କୁ ଆମେ ପୂଜା କରିବା ଦେଶ ପାଇଁ ଭଲ ନୁହେଁ।

ଘୋଷ ପୂର୍ବରୁ ମଧ୍ୟ ବିବାଦଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସିଛନ୍ତି। ପୂର୍ବରୁ ଥରେ ବିଜେପି ନେତାଙ୍କୁ କରିଥିଲେ, ଯଦି ସେମାନଙ୍କୁ କେହି ଟାର୍ଗେଟ୍‌ କରୁଛି ବିଜେପି ନେତା ଏବଂ ପୁଲିସ୍‌ ହେଇଥିଲେ ମଧ୍ୟ ବାଡ଼ାଅ। ଭୟଭୀତ ନହେବାକୁ ମଧ୍ୟ ପରାମର୍ଶ ଦେଥିଲେ। ଏହାପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story