ପାଟନା: ଚୋରି କରିବା ପରେ ଚାଲିଯିବା ପୂର୍ବରୁ ଘରମାଲିକଙ୍କ ପତ୍ନୀଙ୍କ ପ୍ରତି କୃତଜ୍ଞତା ଜଣାଇଲେ ଚୋର। ଏଭଳି ଘଟଣା ଘଟିଛି ବିହାରର ପାଟନାରେ। ସୋମବାର ବହୁମୂଲ୍ୟ ସମ୍ପତ୍ତି ଚୋରି କରିବା ପରେ ଚୋର ଏଭଳି ଅଜବ କାଣ୍ଡ ଭିଆଇଛନ୍ତି।
ପୁଲିସ୍ କହିଛି ଚୋରମାନେ ୫ରୁ ୬ ଜଣ ଥିଲେ। ସେମାନେ ବ୍ୟବସାୟୀ ପରିତୋଷ ସିହ୍ନାଙ୍କ ଘରେ ମଧ୍ୟରାତ୍ରିରେ ଚୋରି ପାଇଁ ପଶିଥିଲେ। ୨ ଘଣ୍ଟାର ଚୋରି ପରେ ସେମାନେ ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ନେଇଯାଇଥିଲେ। କିନ୍ତୁ ଏହା ପୂର୍ବରୁ ଯାହା କରିଥିଲେ ସେଥିରେ ଯିଏ ବି ଶୁଣୁଛି ମୁଣ୍ଡରେ ହାତ ଦେଉଛି।
ସେମାନେ ଡ୍ରେସିଂ ଟେବଲ୍ର ଦର୍ପଣରେ ଲେଖିଦେଇଥିଲେ, ‘ଭାଉଜ ତୁମେ ବହୁତ ବଢ଼ିଆ ଧନ୍ୟବାଦ’। ଏପରିକି ଫ୍ରିଜ୍ରେ ଥିବା ମିଠା ମଧ୍ୟ ଖାଇଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬,୬୦୦ କୋଟିର ବିଟକଏନ ସ୍କାମ: FIR ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ
୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।
Politics
ଝାରଖଣ୍ଡ ଏକଜିଟ ପୋଲ: ଆକ୍ସିସ ମାଇଁ ଇଣ୍ଡିଆକୁ ଛାଡ଼ି ଆଉ ସମସ୍ତେ କହିଲେ ବିଜେପି ଜିତିବ
ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧।
Politics
ମହାରାଷ୍ଟ୍ରରେ ବିଗିଡ଼ିଲା ଖେଳ, ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କଲେ ସିନ୍ଦେ ପରିବାର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ପ୍ରଣୀତି ସିନ୍ଦେ। ବିଗିଡ଼ିଲା ମହାବିକାଶ ଅଘାଡ଼ି ଗଣିତ।
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
National
ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ
ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।