କରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରିବା ପାଇଁ ଏହି ଔଷଧ ଲାଭଦାୟକ: ଗବେଷଣା

ଟରଣ୍ଟୋ: କରୋନା ଭାଇରସକୁ ରୋକିବା ପାଇଁ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଟିମ୍ ଏକ ଔଷଧ ଖୋଜି ବାହାର କରିଛନ୍ତି। ଏହି ଔଷଧର ନାମ interferon(IFN)-a2b ରହିଛି। ଫ୍ରଣ୍ଟିୟର୍ସ ଇନ୍ ଇମ୍ୟୁନଲୋଜି ପତ୍ରିକାରେ ଏହା ପ୍ରକାଶ ପାଇଛି। interferon(IFN)-a2b ଏହି ଔଷଧ ବ୍ୟବହାର କରି କରୋନା ସଂକ୍ରମଣକୁ ଶରୀରରେ ରୋକି ହେବ। ଏହାଦ୍ୱାରା ଆକ୍ରାନ୍ତ ଜଣଙ୍କ ଶୀଘ୍ର ଆରୋଗ୍ୟ ହୋଇପାରିବ। କରୋନା ପାଇଁ ଭ୍ୟାକସିନ୍ ବାହାରିନଥିବା ବେଳେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି interferon(IFN)-a2b ଔଷଧ ବ୍ୟବହାର କରିବା […]

Medicine

Medicine

Subhransu Sekhar
  • Published: Saturday, 16 May 2020
  • Updated: 16 May 2020, 06:57 PM IST

Sports

Latest News

ଟରଣ୍ଟୋ: କରୋନା ଭାଇରସକୁ ରୋକିବା ପାଇଁ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଟିମ୍ ଏକ ଔଷଧ ଖୋଜି ବାହାର କରିଛନ୍ତି। ଏହି ଔଷଧର ନାମ interferon(IFN)-a2b ରହିଛି। ଫ୍ରଣ୍ଟିୟର୍ସ ଇନ୍ ଇମ୍ୟୁନଲୋଜି ପତ୍ରିକାରେ ଏହା ପ୍ରକାଶ ପାଇଛି।

interferon(IFN)-a2b ଏହି ଔଷଧ ବ୍ୟବହାର କରି କରୋନା ସଂକ୍ରମଣକୁ ଶରୀରରେ ରୋକି ହେବ। ଏହାଦ୍ୱାରା ଆକ୍ରାନ୍ତ ଜଣଙ୍କ ଶୀଘ୍ର ଆରୋଗ୍ୟ ହୋଇପାରିବ। କରୋନା ପାଇଁ ଭ୍ୟାକସିନ୍ ବାହାରିନଥିବା ବେଳେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି interferon(IFN)-a2b ଔଷଧ ବ୍ୟବହାର କରିବା ଠିକ୍ ହେବ ବୋଲି ଗେବେଷକ ଡକ୍ଟର ଏଲେନୋର କହିଛନ୍ତି। କାନାଡାର ଟରଣ୍ଟୋର ଫିଶ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରହିଛନ୍ତି ଏଲେନୋର।

IFNକୁ ଗବେଷକମାନେ କରୋନା ଚିକିତ୍ସା ପାଇଁ ଏକ ଶୈଳୀ ବା ପାଟର୍ନ ବୋଲି କହିଛନ୍ତି। ୨୦୦୨ ଓ ୨୦୦୩ରେ ସାର୍ସ (SARS) ଭାଇରସରେ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହାକୁ ପ୍ରୟୋଗ କରାଯାଇଥିଲା। ଏହି interferon(IFN)-a2bକୁ ବିଭିନ୍ନ ସମୟରେ କ୍ଲିନିକରେ ପରୀକ୍ଷା କରାଯାଇଛି। ଆଉ ସବୁଥିରେ ଭାଇରସକୁ ପ୍ରାଥମିକ ଭାବରେ ଶରୀରରେ ରୋକିବାରେ ସଫଳ ହୋଇଛି ବୋଲି ଗବେଷକ କହିଛନ୍ତି।

ଗବେଷକମାନେ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନରେ ୭୭ ଜଣ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଗବେଷଣା କରିଥିଲେ। ଆଉ କରୋନାକୁ ରୋକିବାରେ ଏକ ପ୍ରକାର ସଫଳ ହୋଇଥିଲେ। interferon(IFN)-a2b ଔଷଧ ପ୍ରୟୋଗ ହେବା ବେଳେ ଆକ୍ରାନ୍ତଙ୍କୁ ଆଇସିୟୁରେ ଅକ୍ସିଜେନ ସଂଯୋଗ କରାଯାଇ ରଖାଯିବା ଦରକାର ବୋଲି ଗବେଷକ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story