ଚର୍ଚ୍ଚାରେ ଇଂରାଜୀ କହୁଥିବା ଦିନ ମଜୁରିଆ

ନୂଆଦିଲ୍ଲୀ: ମୁଣ୍ଡରେ ଠେକା, ହାତରେ ମିସ୍ତ୍ରୀ ବ୍ୟବହାର କରୁଥିବା ସରଞ୍ଜାମ, ଓଠରେ ହସ ଏବଂ ମୁହଁରେ ସମସ୍ତଙ୍କୁ ବୋକା କରିଦେବା ଭଳି ଇଂରାଜୀ। ଏକ ହିନ୍ଦୀ ୱେବ୍‌ ‘ଲଲ୍ଲନ୍‌ଟପ୍‌’ର ଏକ ଇଣ୍ଟରଭ୍ୟୁରେ ଏଭଳି ଜଣେ ଶ୍ରମିକଙ୍କର କିଛି ମିନିଟ୍‌ର ଭିଡିଓ ଏବେ ନିର୍ବାଚନର ଗରମାଗରମ ମାହୋଲରେ ଚଟ୍‌ପଟି ଜଳଖିଆ ପାଲଟିଛି। ୨୦୧୯ ଲୋକସଭା ନିର୍ବାଚନର ରିପୋର୍ଟିଂ ସମୟରେ ଜଣେ ସାମ୍ବାଦିକଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରଥମ ଉତ୍ତରରେ ସେ କହୁଛନ୍ତି, “ଆଇ ୱାଣ୍ଟ ଟୁ ୱାର୍କ।” ରିପୋର୍ଟର ଆଶ୍ଚର୍ଯ୍ୟ […]

english-speaking

english-speaking

Tapas Behera
  • Published: Friday, 12 April 2019
  • Updated: 12 April 2019, 09:22 PM IST

Sports

Latest News

ନୂଆଦିଲ୍ଲୀ: ମୁଣ୍ଡରେ ଠେକା, ହାତରେ ମିସ୍ତ୍ରୀ ବ୍ୟବହାର କରୁଥିବା ସରଞ୍ଜାମ, ଓଠରେ ହସ ଏବଂ ମୁହଁରେ ସମସ୍ତଙ୍କୁ ବୋକା କରିଦେବା ଭଳି ଇଂରାଜୀ। ଏକ ହିନ୍ଦୀ ୱେବ୍‌ ‘ଲଲ୍ଲନ୍‌ଟପ୍‌’ର ଏକ ଇଣ୍ଟରଭ୍ୟୁରେ ଏଭଳି ଜଣେ ଶ୍ରମିକଙ୍କର କିଛି ମିନିଟ୍‌ର ଭିଡିଓ ଏବେ ନିର୍ବାଚନର ଗରମାଗରମ ମାହୋଲରେ ଚଟ୍‌ପଟି ଜଳଖିଆ ପାଲଟିଛି।

୨୦୧୯ ଲୋକସଭା ନିର୍ବାଚନର ରିପୋର୍ଟିଂ ସମୟରେ ଜଣେ ସାମ୍ବାଦିକଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରଥମ ଉତ୍ତରରେ ସେ କହୁଛନ୍ତି, "ଆଇ ୱାଣ୍ଟ ଟୁ ୱାର୍କ।" ରିପୋର୍ଟର ଆଶ୍ଚର୍ଯ୍ୟ ହୋଇ ପଚାରୁଛନ୍ତି, ଇଙ୍ଗ୍ଲିଶ? ସେ କହୁଛନ୍ତି, ୟେସ୍‌, ହ୍ୱାଇ ନଟ୍‌? ପରେ ସେ ଇନ୍ଦିରା ଗାନ୍ଧି ଏବଂ ନରେନ୍ଦ୍ର ମୋଦିଙ୍କ ସରକାର ମଧ୍ୟରେ ତୁଳନା ମଧ୍ୟ କରୁଛନ୍ତି।

ପରିଶେଷରେ ଜଣାପଡ଼ୁଛି ସେ ଭାଗଲପୁରର ଜଣେ ଗ୍ରାଜୁଏଟ। ଆଉ ସେ ଚାକିରି ନକରି ଦିନମଜୁରିଆ କାହିଁକି ହେଲେ ବୋଲି ପଚରାଯିବାରୁ ସେ କହୁଛନ୍ତି, "ଆଇ ଡୋଣ୍ଟ ଲାଇକ୍‌ ଟୁ।" ତାଙ୍କର ଏପରି ଇଂରାଜୀ ଶୁଣି ଉପସ୍ଥିତ ଦର୍ଶକ କୁରୁଳି ଉଠୁଛନ୍ତି। ଶେଷରେ ରିପୋର୍ଟର ଜଣକ କହୁଛନ୍ତି, ଭାଇ ଆପଣ ତ ବହୁତ ବଢ଼ିଆ ଇଂରାଜୀ କହିଦେଉଛନ୍ତି। ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ସମସ୍ତେ କହୁଛନ୍ତି, ବହିକୁ ମଲାଟ ଦେଖି ନୁହେଁ ଅକ୍ଷର ଦେଖି ବିଚାର କରାଯାଏ।

ଦେଖନ୍ତୁ ଭିଡିଓ
https://youtu.be/_J9xujBI20s

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story