ଦେଶ ବିରୋଧୀ ନାରାରେ କମ୍ପିଲା ଶ୍ରୀନଗର : ଜନସମୁଦ୍ର ପାଲଟିଲା ଲସ୍କର କମାଣ୍ଡରଙ୍କ ଶବ ଶୋଭାଯାତ୍ରା

ଶ୍ରୀନଗର:କୁଖ୍ୟାତ ଆତଙ୍କବାଦୀ ତଥା ଲସ୍କର-ଇ-ତୋଇବା(ଏଲଇଟି)ର କମାଣ୍ଡର ବସିର ଲସ୍କରୀଙ୍କ ଶବ ଶୋଭାଯାତ୍ରାରେ ଜନସମୁଦ୍ର। ହଜାର ହଜାର ଜନତାଙ୍କ ମଧ୍ୟରେ ରବିବାର ଆତଙ୍କବାଦୀ ବସିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ଭାରତ ବିରୋଧୀ ନାରା ଶୁଣିବାକୁ ମିଳିଥିଲା। କଶ୍ମୀର ଭାରତ ଠାରୁ ସ୍ୱାଧୀନତା ଚାହେଁ ବୋଲି ସ୍ଲୋଗାନ ଶୁଣିବାକୁ ମିଳିଥିଲା।  ଏପରିକି ଶ୍ରୀନଗରରେ ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶନିବାର ଭାରତୀୟଙ୍କ ଯବାନଙ୍କ ଗୁଳିରେ […]

Untitled-1

Untitled-1

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 09:41 PM IST

Sports

Latest News

ଶ୍ରୀନଗର:କୁଖ୍ୟାତ ଆତଙ୍କବାଦୀ ତଥା ଲସ୍କର-ଇ-ତୋଇବା(ଏଲଇଟି)ର କମାଣ୍ଡର ବସିର ଲସ୍କରୀଙ୍କ ଶବ ଶୋଭାଯାତ୍ରାରେ ଜନସମୁଦ୍ର। ହଜାର ହଜାର ଜନତାଙ୍କ ମଧ୍ୟରେ ରବିବାର ଆତଙ୍କବାଦୀ ବସିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ଭାରତ ବିରୋଧୀ ନାରା ଶୁଣିବାକୁ ମିଳିଥିଲା। କଶ୍ମୀର ଭାରତ ଠାରୁ ସ୍ୱାଧୀନତା ଚାହେଁ ବୋଲି ସ୍ଲୋଗାନ ଶୁଣିବାକୁ ମିଳିଥିଲା।  ଏପରିକି ଶ୍ରୀନଗରରେ ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶନିବାର ଭାରତୀୟଙ୍କ ଯବାନଙ୍କ ଗୁଳିରେ ବସିର ଲସ୍କରୀଙ୍କ ସମେତ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। କଶ୍ମୀରିର ଅନନ୍ତନାଗ ଜିଲ୍ଲାରେ ଏହି ଏନ୍‌କାଉଣ୍ଟର ଘଟିଥିଲା। ସୂଚନା ଅନୁଯାୟୀ ଗତ ମାସରେ  ବସିର ଗୁଳି କରି ୬ ଜଣ ପୋଲିସଙ୍କୁ ହତ୍ୟ କରିଥିଲା। ଯାହାର ବଦଲା ଭାରତୀୟ ସେନା ଶନିବାର ନେଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story