ସୁସ୍ଥ ହୋଇ ଘରକୁ ଫେରିଲେ କେରଳର ତିନି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସୁସ୍ଥ ହୋଇ ଘରକୁ ଫେରିଲେ କେରଳର ତିନି କରୋନା ଆକ୍ରାନ୍ତ। ଏହି ତିନି ଆକ୍ରାନ୍ତ ମାସେ ହେବ ଚିକିତ୍ସାଧୀନ ଥିଲେ। ୨୮ ଦିନ ଧରି ସ୍ୱତନ୍ତ୍ର ଭାବରେ ଡାକ୍ତରମାନେ ଚିକିତ୍ସା କରିବା ପରେ ଘରକୁ ଫେରିଛନ୍ତି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ସେଲଜା ଏହି ସୂଚନା ଦେଇଛନ୍ତି। ଚୀନରେ ଏହି ଘାତକ ଭାଇରସ ପ୍ରଥମେ ଦେଖାଦେଇଥିଲା। ଏବେ ଏହି ଭାଇରସ କ୍ରମଶଃ ଅନ୍ୟ ଦେଶକୁ ବିସ୍ତାର କରିଛି। ବିଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସ୍ୱଦେଶ […]

Third patient of corona virus found in Kerala

Subhransu Sekhar
  • Published: Saturday, 29 February 2020
  • Updated: 29 February 2020, 05:32 PM IST

Sports

Latest News

ନୂଆଦିଲ୍ଲୀ: ସୁସ୍ଥ ହୋଇ ଘରକୁ ଫେରିଲେ କେରଳର ତିନି କରୋନା ଆକ୍ରାନ୍ତ। ଏହି ତିନି ଆକ୍ରାନ୍ତ ମାସେ ହେବ ଚିକିତ୍ସାଧୀନ ଥିଲେ। ୨୮ ଦିନ ଧରି ସ୍ୱତନ୍ତ୍ର ଭାବରେ ଡାକ୍ତରମାନେ ଚିକିତ୍ସା କରିବା ପରେ ଘରକୁ ଫେରିଛନ୍ତି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ସେଲଜା ଏହି ସୂଚନା ଦେଇଛନ୍ତି।

ଚୀନରେ ଏହି ଘାତକ ଭାଇରସ ପ୍ରଥମେ ଦେଖାଦେଇଥିଲା। ଏବେ ଏହି ଭାଇରସ କ୍ରମଶଃ ଅନ୍ୟ ଦେଶକୁ ବିସ୍ତାର କରିଛି। ବିଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସ୍ୱଦେଶ ପଳାଇଆସିଥିଲେ ଭାରତୀୟ। ତେବେ ଅନେକଙ୍କ ସ୍ୱାସ୍ଥ୍ୟ ପରୀକ୍ଷାହେବା ବେଳେ ତାଙ୍କ ପାଖରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାପରେ ସ୍ୱତନ୍ତ୍ର ଓ୍ୱାର୍ଡରେ ସେମାନଙ୍କୁ ଚିକିତ୍ସା କରାଯାଉଛି। ସୁସ୍ଥ ହୋଇ ଘରକୁ ଫେରିଥିବା ତିନି ଜଣଙ୍କ ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା।

କରୋନା ଭାଇରସ୍ ଧୀରେ ଧୀରେ ସାରା ବିଶ୍ୱରେ ପାଦ ବିସ୍ତାର କରୁଛି | ଚୀନ୍ ପରେ ଇରାନ ଏବଂ ଇଟାଲୀରେ ଏହି ଜୀବାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଚୀନ୍ ଏବଂ ଜାପାନରେ ଏକ କ୍ରୁଜରେ ଫସି ରହିଥିବା ଭାରତୀୟମାନଙ୍କୁ ମଧ୍ୟ ଫେରାଇ ନିଆଯାଇଛି |

ଶିଲାଜା ଆହୁରି କହିଛନ୍ତି, ମାଲେସିଆର ଜଣେ ବ୍ୟକ୍ତି କେରଳର ଏର୍ନାକୁଲମ ବିମାନବନ୍ଦରକୁ ଆସିଥିଲେ। ତାଙ୍କ ଶରୀରରେ ଜ୍ୱର ଭଳି ଲକ୍ଷଣ ଦେଖିବାକୁ ମିଳିଛି| ତେବେ ସେ କରୋନାଭାଇରସରେ ଆକ୍ରାନ୍ତ କି ନୁହେଁ ସେ ବାବଦରେ କହିହେବନି। ଏବେ ତାଙ୍କୁ ଅବଜରଭେସନରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story