ମୁକୁଳିଲେ ଅପହୃତ ପୁଲିସ୍‌ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟ

ଶ୍ରୀନଗର: ଅପହରଣ କରି ନେଇଥିବା  ୩ ଜଣ ପୁଲିସ୍ କର୍ମଚାରୀ ଓ ସେମାନଙ୍କର ୮ ଜଣ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ମୁକ୍ତ କରି ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ି ଦିଆଯାଇ ଥିବା ଜଣାପଡ଼ିଛି। ପୁଲିସ୍ ଆତଙ୍କବାଦୀମାନଙ୍କର ଏକ ଡଜନ୍‌ରୁ ଅଧିକ ସଂପର୍କୀୟଙ୍କୁ ମୁକ୍ତ କରି ଦେବା ପରେ ସେମାନେ ମଧ୍ୟ ଏହି ପୁଲିସ୍ କର୍ମଚାରୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଛାଡ଼ି ଦେଇଥିଲେ। ଅପହୃତ ହୋଇଥିବା ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ସବ୍‌ ଇନ୍‌ସପେକ୍ଟର ଥିଲେ। ସୂଚନାଯୋଗ୍ୟ, ଗତ […]

kashmirpolice

kashmirpolice

Jitendra Garnayak
  • Published: Saturday, 01 September 2018
  • Updated: 01 September 2018, 06:46 AM IST

Sports

Latest News

ଶ୍ରୀନଗର: ଅପହରଣ କରି ନେଇଥିବା  ୩ ଜଣ ପୁଲିସ୍ କର୍ମଚାରୀ ଓ ସେମାନଙ୍କର ୮ ଜଣ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ମୁକ୍ତ କରି ଦେଇଛନ୍ତି।

ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ଛାଡ଼ି ଦିଆଯାଇ ଥିବା ଜଣାପଡ଼ିଛି। ପୁଲିସ୍ ଆତଙ୍କବାଦୀମାନଙ୍କର ଏକ ଡଜନ୍‌ରୁ ଅଧିକ ସଂପର୍କୀୟଙ୍କୁ ମୁକ୍ତ କରି ଦେବା ପରେ ସେମାନେ ମଧ୍ୟ ଏହି ପୁଲିସ୍ କର୍ମଚାରୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଛାଡ଼ି ଦେଇଥିଲେ। ଅପହୃତ ହୋଇଥିବା ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ସବ୍‌ ଇନ୍‌ସପେକ୍ଟର ଥିଲେ।

ସୂଚନାଯୋଗ୍ୟ, ଗତ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ  ୪ ଜଣ ପୁଲିସ୍‌ କର୍ମୀ ନିହତ ହୋଇଥିଲେ।  ଏହାପରେ ପୁଲିସ୍‌ ହିଜବୁଲ୍‌ ମୁଜାହିଦୀନ ଆତଙ୍କବାଦୀ  ସଙ୍ଗଠନର କମାଣ୍ଡର୍‌ ରେୟାଜ ନାଇକୁର ବାପା ଅସଦୁଲ୍ଲା ନାୟକୁଙ୍କ ସହିତ ଆଉ କିଛି ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଥିଲା। ଏଥିସହ ଆତଙ୍କବାଦୀଙ୍କ ୨ଟି ଘରକୁ ମଧ୍ୟ ନିଆଁ ଲଗାଇ ଦେଇଥିଲା।

ଏହାପରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଏହି ପୁଲିସ୍‌ କର୍ମଚାରୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଅପହରଣ କରି ନେଇଥିଲେ। ଅନନ୍ତନାଗ, କୁଲଗାମ, ଶୋପିଆନ୍ ଓ ପୁଲୱାମା ଜିଲ୍ଲାରୁ ଏହି ପୁଲିସ୍ କର୍ମୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅପହରଣ କରିନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story