ସପା-ବିଏସ୍‌ପି ମେଣ୍ଟରେ ସାମିଲ ହେଲେ ଆଉ ୩ଟି ଦଳ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପିକୁ ଚେକ୍‌ ଦେବାକୁ ସମାଜବାଦୀ ପାର୍ଟି(ସପା) ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହି ମେଣ୍ଟରୁ କଂଗ୍ରେସ ବାଦ ପଡ଼ିଥିଲେ ହେଁ ଆଜି ୩ଟି ଆଞ୍ଚଳିକ ଦଳ- ନିଶାଦ ପାର୍ଟି, ଜନୱାଦୀ ପାର୍ଟି(ସୋଶାଲିଷ୍ଟ) ଓ ରାଷ୍ଟ୍ରୀୟ ସମାନତା ଦଳ ସପା-ବିଏସ୍‌ପି ମେଣ୍ଟ ସହ ହାତ ମିଳାଇଛନ୍ତି। ଏମାନେ ଏକାଠି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ। ଆଜି ଲକ୍ଷ୍ନୌଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। […]

ee

ee

Hemant Lenka
  • Published: Tuesday, 26 March 2019
  • Updated: 26 March 2019, 06:20 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପିକୁ ଚେକ୍‌ ଦେବାକୁ ସମାଜବାଦୀ ପାର୍ଟି(ସପା) ଓ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମେଣ୍ଟ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହି ମେଣ୍ଟରୁ କଂଗ୍ରେସ ବାଦ ପଡ଼ିଥିଲେ ହେଁ ଆଜି ୩ଟି ଆଞ୍ଚଳିକ ଦଳ- ନିଶାଦ ପାର୍ଟି, ଜନୱାଦୀ ପାର୍ଟି(ସୋଶାଲିଷ୍ଟ) ଓ ରାଷ୍ଟ୍ରୀୟ ସମାନତା ଦଳ ସପା-ବିଏସ୍‌ପି ମେଣ୍ଟ ସହ ହାତ ମିଳାଇଛନ୍ତି।

ଏମାନେ ଏକାଠି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ। ଆଜି ଲକ୍ଷ୍ନୌଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।

ତେବେ ସପା-ବିଏସ୍‌ପି ଆଞ୍ଚଳିକ ଦଳଗୁଡ଼ିକୁ ଅଧିକ ଭରସା କରିବା ପଛର କାରଣ ହେଉଛି, ଉତ୍ତର ପ୍ରଦେଶରେ ଜାତି ଓ ସଂପ୍ରଦାୟକୁ ନେଇ ଭୋଟ ବ୍ୟାଙ୍କ ସୃଷ୍ଟି ହୋଇଥାଏ।

ଉତ୍ତର ପ୍ରଦେଶରୁ ହିଁ ଦିଲ୍ଲୀରେ କିଏ କ୍ଷମତା ଦଖଲ କରିବ, ତାହା ସ୍ଥିର ହୋଇଥାଏ। ତେଣୁ ବିଜେପିକୁ ଚେକ୍‌ ଦେବାକୁ ସପା-ବିଏସ୍‌ପି ଏଭଳି ରଣନୀତି କରିଛନ୍ତି। ବିଜେପି ମଧ୍ୟ ଉତ୍ତର ପ୍ରଦେଶରେ ଅପନା ଦଳ ଭଳି ଛୋଟ ପାର୍ଟି ସହ ମେଣ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story