ଟାଇମ୍ସ ନାଓ ସର୍ଭେ: ଓଡ଼ିଶାରେ ବିଜେପି ପାଇବ ୧୪ଟି ସିଟ୍‌

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପୂର୍ବରୁ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ-ଭିଏମ୍‌ଆର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଓଡ଼ିଶାରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡିକୁ ଶକ୍ତ ଝଟ୍‌କା ଲାଗିବ ବୋଲି ଆକଳନ କରାଯାଇଛି। ସର୍ଭେ ଅନୁଯାୟୀ, ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୪ଟି ଆସନ ଜିତିବ। ସେହିପରି ବିଜେଡି ୨୦୧୪ରେ ୨୦ଟି ଆସନ ଜିତିଥିବା ବେଳେ ଏଥର ୭କୁ ଖସି ଆସିବ। କଂଗ୍ରେସ ପୂର୍ବଭଳି ଖାତା ଖୋଲିପାରିବ ନାହିଁ। […]

b

b

Hemant Lenka
  • Published: Monday, 18 March 2019
  • Updated: 18 March 2019, 11:01 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପୂର୍ବରୁ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ-ଭିଏମ୍‌ଆର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଓଡ଼ିଶାରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡିକୁ ଶକ୍ତ ଝଟ୍‌କା ଲାଗିବ ବୋଲି ଆକଳନ କରାଯାଇଛି। ସର୍ଭେ ଅନୁଯାୟୀ, ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୪ଟି ଆସନ ଜିତିବ।

ସେହିପରି ବିଜେଡି ୨୦୧୪ରେ ୨୦ଟି ଆସନ ଜିତିଥିବା ବେଳେ ଏଥର ୭କୁ ଖସି ଆସିବ। କଂଗ୍ରେସ ପୂର୍ବଭଳି ଖାତା ଖୋଲିପାରିବ ନାହିଁ।

ଯଦି ଦେଶ କଥା ଦେଖିବା ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପୁଣି କ୍ଷମତା ଦଖଲ କରିବ। ଲୋକସଭାର ୫୪୩ଟି ଆସନରୁ ଏନ୍‌ଡିଏ ୨୮୩ଟି ଆସନ ଦଖଲ କରି ସରକାର ଗଠନ କରିବ ବୋଲି ସର୍ଭେ କହିଛି। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୩୫ ଓ ଅନ୍ୟାନ୍ୟ ଦଳ ୧୨୫ଟି ଆସନରେ ସୀମିତ ରହିବେ ବୋଲି ସର୍ଭେରେ ରିପୋର୍ଟରେ କୁହାଯାଇଛି।

୨୦୧୪ରେ ଏନ୍‌ଡିଏର ଭୋଟ୍‌ ଶେୟାର ୩୮.୫% ଥିବା ବେଳେ ଏଥର ଏହା ୪୦.୧%କୁ ବୃଦ୍ଧି ପାଇବ। ୟୁପିଏର ଭୋଟ୍‌ ଭାଗ ୨୪%ରୁ ବୃଦ୍ଧି ପାଇ ୩୦.୬%ରେ ପହଞ୍ଚିବ।

ଟାଇମ୍ସ ନାଓ-ଭିଏମଆର୍‌ ସର୍ଭେ ଅନୁଯାୟୀ, ହିନ୍ଦୀ ହାର୍ଟଲ୍ୟାଣ୍ଡ ଓ ପୂର୍ବ ଭାରତରେ ଏନ୍‌ଡିଏକୁ ୨୦୧୪ ତୁଳନାରେ ଏଥର ଆଶାତୀତ ସଫଳତା ମିଳିବ। ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରିବ।

ମଧ୍ୟପ୍ରଦେଶର ୨୯ଟି ଆସନରୁ ଏନ୍‌ଡିଏକୁ ୨୨ଟି, ରାଜସ୍ଥାନରେ ୨୫ଟିରୁ ୨୦ଟି, ଛତିଶଗଡ଼ର ୧୧ଟି ଆସନରୁ ଏନ୍‌ଡିଏ ୬ଟି ଆସନ ନିଜ ଦଖଲକୁ ନେବ।

ଏହି ୩ ରାଜ୍ୟର ବିଧାନସଭାରେ ବିଜେପି କ୍ଷମତାଚ୍ୟୁତ ହୋଇଥିଲେ ହେଁ ଲୋକସଭାରେ ନିଜର ଦବଦବା ଦେଖାଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

କଂଗ୍ରେସ ମଧ୍ୟପ୍ରଦେଶରେ ୭ଟି, ରାଜସ୍ଥାନ ଓ ଛତିଶଗଡ଼ରେ ୫ଟି ଲେଖାଏ ଆସନ ପାଇବ। ଉତ୍ତର ପ୍ରଦେଶରେ ବିଜେପିକୁ ଏକାଧିକ ଆସନ ହରାଇବାକୁ ପଡ଼ିବ। ସପା-ବିଏସ୍‌ପି ମେଣ୍ଟ ୮୦ଟି ଲୋକସଭାରୁ ୩୬ଟିରେ ବାଜିମାତ କରିବେ। ବିଜେପି ୪୨ଟି ଆସନରେ ସୀମିତ ରହିବ। ୨ଟି ଆସନ କଂଗ୍ରେସ ପାଖକୁ ଯାଇପାରେ।

ସେହିପରି ପଶ୍ଚିମବଙ୍ଗରେ ଏନ୍‌ଡିଏ ୧୧, ମହାରାଷ୍ଟ୍ରରେ ୩୯ ଏବଂ ଓଡ଼ିଶାରେ ୧୪ଟି ଆସନ ପାଇବ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ୩୧ ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ୭ଟି ଆସନକୁ ଖସି ଆସିବେ। ବିହାରରେ ଏନ୍‌ଡିଏ ୨୭ଟି ଓ ସାମ୍ଭାବ୍ୟ ମହାଗଠବନ୍ଧନ ୧୩ଟି ଆସନ ଜିତିବାର ସମ୍ଭାବନା ରହିଛି। କର୍ଣ୍ଣାଟକାରେ ଏନ୍‌ଡିଏ ୧୫ଟି ଓ କ୍ଷମତାସୀନ ଜେଡିଏସ୍-କଂଗ୍ରେସ ମେଣ୍ଟ ୧୩ଟି ଆସନ ଜିତିବେ।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଅଣ କଂଗ୍ରେସ ଓ ଅଣ ବିଜେପି ଦଳ ଭଲ ପ୍ରଦର୍ଶନ କରିବେ। ଆନ୍ଧ୍ରରେ ଜଗନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ୨୫ଟି ଲୋକସଭାରୁ ୨୨ଟି ଆସନ ଜିତବ। ସେହିପରି ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍‌ ୧୭ଟି ଆସନରୁ ୧୩ଟି ଦଖଲ କରିବ।

ଆନ୍ଧ୍ରରେ କ୍ଷମତାସୀନ ଟିଡିପି ମାତ୍ର ୩ଟି ଆସନ ପାଇବ। କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‌ ୨୦ଟିରୁ ୧୬ଟି ଆସନ ପାଇବ। ସେହିପରି କ୍ଷମତାସୀନ ଏଲ୍‌ଡିଏଫ୍‌ ୩ଟି ଆସନରେ ସୀମିତ ରହିବ। କେରଳରେ ବିଜେପି ଗୋଟିଏ ଆସନ ପାଇବ।

ତାମିଲନାଡ଼ୁରେ ବିଜେପି କ୍ଷମତାସୀନ ଏଆଇଏଡିଏମକେ ସହ ମେଣ୍ଟ କରିଥିଲେ ମଧ୍ୟ ୩୯ଟି ଆସନରୁ ମାତ୍ର ୫ଟିରେ ଜିତିପାରିବ। କିନ୍ତୁ ଡିଏମ୍‌କେ ନେତୃତ୍ୱାଧୀନ ୟୁପିଏ ୩୪ଟି ଆସନରେ ବାଜିମାତ କରିବ ବୋଲି ଏହି ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story