ଚେନ୍ନାଇ ଜଳସଂକଟ:‘ଟାଇଟାନିକ୍‌' ହିରୋ କହିଲେ କେବଳ ବର୍ଷା ଭରସା

ନୂଆଦିଲ୍ଲୀ: ଟାଇଟାନିକ୍‌, ଦି ଇନ୍‌ସେପ୍ସନ୍‌ ଏବଂ ଦି ରେଭେନାଣ୍ଟ ପରି ପ୍ରସିଦ୍ଧ ଚଳଚ୍ଚିତ୍ରର ଅଭିନେତା ତଥା ପରିବେଶବିତ୍‌ ଲିଓନାର୍ଡୋ ଡିକାପ୍ରିଓ ଚେନ୍ନାଇ ଜଳସଂକଟକୁ ନେଇ ମୁହଁ ଖୋଲିଛନ୍ତି। ଏହି ଓସ୍କାର ବିଜେତା ଇନ୍‌ଷ୍ଟାଗ୍ରାମ୍‌ ଯୋଗେ କହିଛନ୍ତି, ଦକ୍ଷିଣ ଭାରତୀୟ ସହର ଚେନ୍ନାଇକୁ କେବଳ ବର୍ଷା ବଞ୍ଚାଇପାରିବ। ଏକ ଶୂନ୍ୟପ୍ରାୟ କୂଅରୁ ପାଣି କାଢ଼ୁଥିବା ମହିଳାଙ୍କର ଫଟୋରେ କ୍ୟାପସନ୍‌ ଦେଇଛନ୍ତି, ସମ୍ପୂର୍ଣ୍ଣ ଶୂନ୍ୟ ଏକ କୂଅ, ଜଳଶୂନ୍ୟ ଏକ ସହର। ଏହି ଫଟୋରେ ଦର୍ଶାଯାଇଛି ସତେ ଯେପରି କୂଅର […]

leonardo

leonardo

Subrat Kumar Nayak
  • Published: Wednesday, 26 June 2019
  • Updated: 26 June 2019, 09:22 PM IST

Sports

Latest News

ନୂଆଦିଲ୍ଲୀ: ଟାଇଟାନିକ୍‌, ଦି ଇନ୍‌ସେପ୍ସନ୍‌ ଏବଂ ଦି ରେଭେନାଣ୍ଟ ପରି ପ୍ରସିଦ୍ଧ ଚଳଚ୍ଚିତ୍ରର ଅଭିନେତା ତଥା ପରିବେଶବିତ୍‌ ଲିଓନାର୍ଡୋ ଡିକାପ୍ରିଓ ଚେନ୍ନାଇ ଜଳସଂକଟକୁ ନେଇ ମୁହଁ ଖୋଲିଛନ୍ତି। ଏହି ଓସ୍କାର ବିଜେତା ଇନ୍‌ଷ୍ଟାଗ୍ରାମ୍‌ ଯୋଗେ କହିଛନ୍ତି, ଦକ୍ଷିଣ ଭାରତୀୟ ସହର ଚେନ୍ନାଇକୁ କେବଳ ବର୍ଷା ବଞ୍ଚାଇପାରିବ। ଏକ ଶୂନ୍ୟପ୍ରାୟ କୂଅରୁ ପାଣି କାଢ଼ୁଥିବା ମହିଳାଙ୍କର ଫଟୋରେ କ୍ୟାପସନ୍‌ ଦେଇଛନ୍ତି, ସମ୍ପୂର୍ଣ୍ଣ ଶୂନ୍ୟ ଏକ କୂଅ, ଜଳଶୂନ୍ୟ ଏକ ସହର। ଏହି ଫଟୋରେ ଦର୍ଶାଯାଇଛି ସତେ ଯେପରି କୂଅର ଶେଷ ଜଳ ବିନ୍ଦୁଟିକୁ ପାଇବାର ପ୍ରୟାସ କରୁଛନ୍ତି ଲୋକେ।
https://www.instagram.com/p/BzJYT-XF3cK/?utm_source=ig_web_copy_link
ସେ କହିଛନ୍ତି, ଦକ୍ଷିଣ ଭାରତ ସହ ଚେନ୍ନାଇ ଏବେ ସଂକଟରେ ପଡ଼ିଛି। ୪ଟି ମୁଖ୍ୟ ଜଳଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହେବାପରେ ଏଭଳି ସ୍ଥିତି ଉପୁଜିଛି। ତେବେ ଏଭଳି ଜଳସଂକଟ ଏହି ସହରବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ପାଣି ପାଇଁ ସହର ବାସିନ୍ଦାଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି। ସେମାନେ ସରକାର ଯୋଗାଇଦେଉଥିବା ପାଣି ଟ୍ୟାଙ୍କରରୁ ପାଣି ପାଇଁ ଅପେକ୍ଷା କରି ରହୁଛନ୍ତି।

ଲିଓନାର୍ଡୋଙ୍କ ଏହି ପୋଷ୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ଜଳ ସ୍ତର କମିବାରେ ଲାଗିଥିବାବେଳେ ଜଳାଭାବ ଯୋଗୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବା ଆରମ୍ଭ କରିଛନ୍ତି। ସରକାରୀ ଅଧିକାରୀମାନେ ବିକଳ୍ପ ଜଳ ଉତ୍ସ ସନ୍ଧାନରେ ଅଛନ୍ତି। କିନ୍ତୁ ଲୋକେ ବର୍ଷା ପାଇଁ ପ୍ରାର୍ଥନା କରୁଛନ୍ତି। ସୂଚନାଯୋଗ୍ୟ, ଜଳ ସଂକଟ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ବେଶ୍‌ କିଛି ପରିବେଶ ସମ୍ବନ୍ଧୀୟ ପ୍ରସଙ୍ଗର ସମାଧାନ ନିମନ୍ତେ ଏହି ପ୍ରଖ୍ୟାତ ଅଭିନେତା କାର୍ଯ୍ୟ କରିଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story