‘ଗୋଟିଏ ଦିନରେ ରଫାଦଫା ହେବ କାଶ୍ମୀର କେଁ, କିନ୍ତୁ ମୋଦିଙ୍କୁ ହିଟ୍‌ଲର୍ ହେବାକୁ ପଡ଼ିବ’

ମୁମ୍ବାଇ: ଗୋଟିଏ ଦିନରେ ସମାପ୍ତ ହୋଇଯିବ କାଶ୍ମୀରରେ ଲାଗି ରହିଥିବା ଉତ୍ତେଜନାମୂଳକ ସ୍ଥିତି। ପୂରା ଶାନ୍ତ ହୋଇଯିବ କଶ୍ମୀର। ବଦଳିଯିବ କାଶ୍ମୀରର ପରିଚୟ। ଆତଙ୍କବାଦୀ ଆକ୍ରମଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା କାଶ୍ମୀରର ସମସ୍ୟା ଗୋଟିଏ ଦିନରେ ସମାଧାନ ହୋଇଯିବ। ସେଥିପାଇଁ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଟିଏ ଦିନ ପାଇଁ ହିଟଲର୍‌ ହେବାକୁ ପଡିବ। ଏଭଳି ବୟାନ ଦେଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଗତ ସୋମବାର ଦିନ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ […]

hitler-modi-680x436

hitler-modi-680x436

Rakesh Mallick
  • Published: Friday, 14 July 2017
  • Updated: 14 July 2017, 08:07 PM IST

Sports

Latest News

ମୁମ୍ବାଇ: ଗୋଟିଏ ଦିନରେ ସମାପ୍ତ ହୋଇଯିବ କାଶ୍ମୀରରେ ଲାଗି ରହିଥିବା ଉତ୍ତେଜନାମୂଳକ ସ୍ଥିତି। ପୂରା ଶାନ୍ତ ହୋଇଯିବ କଶ୍ମୀର। ବଦଳିଯିବ କାଶ୍ମୀରର ପରିଚୟ। ଆତଙ୍କବାଦୀ ଆକ୍ରମଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା କାଶ୍ମୀରର ସମସ୍ୟା ଗୋଟିଏ ଦିନରେ ସମାଧାନ ହୋଇଯିବ। ସେଥିପାଇଁ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୋଟିଏ ଦିନ ପାଇଁ ହିଟଲର୍‌ ହେବାକୁ ପଡିବ। ଏଭଳି ବୟାନ ଦେଇଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଗତ ସୋମବାର ଦିନ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ସେ ମୋଦିଙ୍କ ଉଦ୍ଦେଶ୍ୟରେ ଏପରି କହିଛନ୍ତି। ଯଦି ମୋଦି ଆତଙ୍କବାଦୀଙ୍କର ମୂଳୋତ୍ପାଟନ ନ କରନ୍ତି, ତେବେ ଅନ୍ୟକେହି କିଛି ମଧ୍ୟ କରିପାରିବେ ନାହିଁ।

ଅମରନାଥ ଯାତ୍ରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସଞ୍ଜୟ। କେନ୍ଦ୍ରରେ ମୋଦି ସରକାର ଥିବାବେଳେ ଏଭଳି ଆତଙ୍କବାଦୀ ଘଟଣାରେ ନୀରିହ ଲୋକଙ୍କର ପ୍ରାଣ ଯାଉଛି, ଯାହାକୁ କଡ଼ା ନିନ୍ଦା କରିଛି ଶିବସେନା। ଏପରିକି କୁଆଡେ ଗଲା ମୋଦିଙ୍କ ୫୬ ଇଞ୍ଚ ଛାତି ବୋଲି କଟାକ୍ଷ କରିଛନ୍ତି ସଞ୍ଜୟ। ନୋଟବନ୍ଦୀ ଓ ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ କମିଥିବାର ବାହାସ୍ଫୋଟ ମାରୁଥିବା ମୋଦି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ସଞ୍ଜୟ। କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍‌ ଓ ବିମୁଦ୍ରାକରଣର ଟିକଏ ବି ପ୍ରଭାବ ଆତଙ୍କବାଦୀଙ୍କ ଉପରେ ପଡିନାହିଁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story