ଆଜି ଗଣତି: ଜଣାପଡ଼ିବ ପଦ୍ମ ଫୁଟିବ ନା ହାତ ଖେଳିବ  

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ ଗଣତିକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସବୁ ବୁଥ୍‌ରେ ଭିଭିପ୍ୟାଟ୍ ବ୍ୟବସ୍ଥା ଥିବା ଇଭିଏମ୍‌ର ଗଣତି କରାଯାଉଛି। ଏହି ଦୁଇ ରାଜ୍ୟର ବିଜୟ ପରାଜୟ ଉଭୟ କଂଗ୍ରେସ ଓ ବିଜେପି ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଜାତୀୟ ରାଜନୀତିରେ ସ୍ଥାଣୁ ଅବସ୍ଥାକୁ ଚାଲି […]

election

election

Rakesh Mallick
  • Published: Monday, 18 December 2017
  • Updated: 18 December 2017, 08:29 AM IST

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ ଗଣତିକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସବୁ ବୁଥ୍‌ରେ ଭିଭିପ୍ୟାଟ୍ ବ୍ୟବସ୍ଥା ଥିବା ଇଭିଏମ୍‌ର ଗଣତି କରାଯାଉଛି।

ଏହି ଦୁଇ ରାଜ୍ୟର ବିଜୟ ପରାଜୟ ଉଭୟ କଂଗ୍ରେସ ଓ ବିଜେପି ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଜାତୀୟ ରାଜନୀତିରେ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବା କଂଗ୍ରେସକୁ ଉଭୟ ରାଜ୍ୟରେ ବିଜୟ କରାଇବାକୁ ନୂଆ ଅକ୍ଷ୍ୟକ୍ଷ ରାହୁଲ ଗାନ୍ଧି ଦିନରାତି ଏକ କରିଦେଇଛନ୍ତି। ରାହୁଲଙ୍କ ରାଜନୈତିକ ଭବିଷ୍ୟତ ଏହି ନିର୍ବାଚନ (ଖାସ କରି ଗୁଜରାଟ) ଉପରେ ଅନେକାଂଶରେ ନିର୍ଭର କରୁଥିବା ଚର୍ଚ୍ଚା ହେଉଛି।

ବିଜେପି ଦୁଇ ରାଜ୍ୟରେ ବିଜୟ ପତାକା ଉଡାଇ ମୋଦି ଯୁଗକୁ ଆଉ ପାଦେ ଆଗକୁ ନେବାକୁ କଳବଳ ଖଟାଇ ଦେଇଛି। ଗୁଜରାଟରେ କ୍ଷମତାର ଡୋର ନିଜ ହାତରେ ରଖିବା ସହ ହିମାଚଳରେ ପଦ୍ମ ଫୁଟାଇ ଦଳ ମୋଦିଙ୍କ କ୍ରେଜ୍‌କୁ ପୁଣି ଥରେ ପ୍ରମାଣିତ କରିବାକୁ ଚେଷ୍ଟା କରିଛି।

ଅନ୍ୟପକ୍ଷରେ ଦୁଇ ରାଜ୍ୟରେ ଭୋଟ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ ପୋଲ ବିଜେପି ସପକ୍ଷରେ ଯାଇଛି। ଗୁଜରାଟରେ ବିଜେପି ପୁଣି କ୍ଷମତାକୁ ଆସିବା ସହ ହିମାଚଳରେ କଂଗ୍ରେସକୁ ଧୂଳି ଚଟାଇବ ବୋଲି ପ୍ରାୟ ସମସ୍ତ ଏକଜିଟ୍‌ ପୋଲ ତଥ୍ୟରୁ ଜଣାପଡିଛି। ସେ ଯାହା ହେଉ ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡିଯିବ ଏହି ଦୁଇ ରାଜ୍ୟରେ ମୋଦି ମ୍ୟାଜିକ୍‌ ଚାଲିବ ନା କଂଗ୍ରେସର ବୁଡି ଯାଉଥିବା ଡଙ୍ଗାକୁ ରାହୁଲ କୂଳରେ ଲଗାଇବେ।

ସୂଚନାଯୋଗ୍ୟ, ହିମାଚଳରେ ନଭେମ୍ବର ୯ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୬୮ଟି ଆସନ ପାଇଁ ମତଦାନ ହୋଇଥିଲା। ସେହିପରି ଗୁଜରାଟର ୧୮୨ ଆସନ ପାଇଁ ଡିସେମ୍ବର ୯ ଓ ୧୪ରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story