ଆତଙ୍କବାଦ ଓ ସୁରକ୍ଷା ପ୍ରସଙ୍ଗରେ ଇସ୍ରାଏଲୀୟ ନେତାଙ୍କ ସହ ଆଲୋଚନା କରିବେ ମୋଦି

ଜେରୁଶଲେମ୍‌: ତିନିଦିନିଆ ଇସ୍ରାଏଲ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଇସ୍ରାଏଲୀୟ ନେତାମାନଙ୍କୁ ଭେଟିବେ। ଏହି ଅବସରରେ ଆତଙ୍କବାଦ ଓ ଉଭୟ ଦେଶର ସୁରକ୍ଷା ପ୍ରସଙ୍ଗ ଉପରେ ମୋଦି ଆଲୋଚନା କରିବେ। ଏଥିସହ ବୈଷୟିକ ଜ୍ଞାନକୌଶଳ ଉପରେ ବି ମୋଦିଙ୍କ ଫୋକସ୍ ରହିବ। ସେହିପରି ଆଜି ମୋଦି ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ତେଲ୍ ଆଭିଭ୍ ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାଟୋକଲ୍  ଭାଙ୍ଗି ଏୟାରପୋର୍ଟରେ […]

modi

modi

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 10:01 AM IST

Sports

Latest News

ଜେରୁଶଲେମ୍‌: ତିନିଦିନିଆ ଇସ୍ରାଏଲ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ଇସ୍ରାଏଲୀୟ ନେତାମାନଙ୍କୁ ଭେଟିବେ। ଏହି ଅବସରରେ ଆତଙ୍କବାଦ ଓ ଉଭୟ ଦେଶର ସୁରକ୍ଷା ପ୍ରସଙ୍ଗ ଉପରେ ମୋଦି ଆଲୋଚନା କରିବେ। ଏଥିସହ ବୈଷୟିକ ଜ୍ଞାନକୌଶଳ ଉପରେ ବି ମୋଦିଙ୍କ ଫୋକସ୍ ରହିବ। ସେହିପରି ଆଜି ମୋଦି ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ତେଲ୍ ଆଭିଭ୍ ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାଟୋକଲ୍  ଭାଙ୍ଗି ଏୟାରପୋର୍ଟରେ ମୋଦିଙ୍କୁ ସ୍ୱାଗତ କରିଥିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନିଆହୁ। ସେ ହାତ ଯୋଡ଼ି ନମସ୍କାର କରିବା ସହ ମୋଦିଙ୍କୁ ହିନ୍ଦୀରେ ‘ଆପ୍‌ କା ସ୍ୱାଗତ ହେ ମେରା ଦୋସ୍ତ’ ବୋଲି କହିଥିଲେ। ମୋଦି ହିବ୍ରୁ ଭାଷାରେ ‘ହେଲୋ’ କହିବା ସହ ଅନ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆତଙ୍କବାଦ ଓ କଟ୍ଟରପନ୍ଥୀଙ୍କୁ ବିରୋଧ କରିବା ପାଇଁ ମୋଦି ଆହ୍ୱାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story