ଅଦୃଶ୍ୟ ହୋଇଯିବ ଛାଇ

ନୂଆଦିଲ୍ଲୀ: ଛୋଟବେଳେ ଆଈ ମା’ ଆପଣଙ୍କୁ ଗପ କହିବା ସମୟରେ ଶୁଣିଥିବେ, ଭୂତ ପ୍ରେତମାନଙ୍କର ଦେହର ଛାଇ ପଡେନି। କିନ୍ତୁ ମଣିଷର ଛାଇ ଅଦୃଶ୍ୟ ହୋଇଯିବା କେବେ ଭାବିଛନ୍ତି କି? ଏପରି ଶୁଣିଲେ ଆପଣଙ୍କୁ ନିଶ୍ଚୟ ଭୟଭୀତ ହେଉଥିବେ। ହେଲେ ଏ କଥା ସତ। ଏମିତି ସମୟ ଆସେ ଯେତେବେଳେ ଛାଇ କିଛି ସମୟ ପାଇଁ ଉଭେଇ ଯାଇଥାଏ। ଆର୍ଯ୍ୟଭଟ ପର୍ଯ୍ୟବେକ୍ଷଣ ଓ ଅନୁସନ୍ଧାନ ଅନୁଷ୍ଠାନର ବୈଜ୍ଞାନିକ ପ୍ରଫେସର ଶଶିଭୂଷଣ ପାଣ୍ଡେଙ୍କ କହିବା ଅନୁସାରେ, ଆଜି ପୃଥିବୀର […]

shadow copy

shadow copy

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 03:39 PM IST

Sports

Latest News

ନୂଆଦିଲ୍ଲୀ: ଛୋଟବେଳେ ଆଈ ମା’ ଆପଣଙ୍କୁ ଗପ କହିବା ସମୟରେ ଶୁଣିଥିବେ, ଭୂତ ପ୍ରେତମାନଙ୍କର ଦେହର ଛାଇ ପଡେନି। କିନ୍ତୁ ମଣିଷର ଛାଇ ଅଦୃଶ୍ୟ ହୋଇଯିବା କେବେ ଭାବିଛନ୍ତି କି? ଏପରି ଶୁଣିଲେ ଆପଣଙ୍କୁ ନିଶ୍ଚୟ ଭୟଭୀତ ହେଉଥିବେ। ହେଲେ ଏ କଥା ସତ। ଏମିତି ସମୟ ଆସେ ଯେତେବେଳେ ଛାଇ କିଛି ସମୟ ପାଇଁ ଉଭେଇ ଯାଇଥାଏ।
ଆର୍ଯ୍ୟଭଟ ପର୍ଯ୍ୟବେକ୍ଷଣ ଓ ଅନୁସନ୍ଧାନ ଅନୁଷ୍ଠାନର ବୈଜ୍ଞାନିକ ପ୍ରଫେସର ଶଶିଭୂଷଣ ପାଣ୍ଡେଙ୍କ କହିବା ଅନୁସାରେ, ଆଜି ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ୨୧ ଜୁନ୍‌ ବର୍ଷର ସବୁଠାରୁ ବଡ଼ ଦିନ ହୋଇଥାଏ। ଆଜି ଦିନରେ ସୂର୍ଯ୍ୟ ଠିକ୍‌ ମୁଣ୍ଡ ଉପରେ ରହିବେ। ଯେଉଁଥିପାଇଁ ଯେ କୌଣସି ବସ୍ତୁର ଛାଇ କିଛି ସମୟ ପାଇଁ ନଜରକୁ ଆସିବ ନାହିଁ। ବୈଜ୍ଞାନିକଙ୍କ କହିବା ଅନୁସାରେ କେବଳ ପୃଥିବୀର କ୍ରାନ୍ତିରେଖା ନିକଟବର୍ତ୍ତୀ ଅଞ୍ଚଳରେ ଏହିପରି ଘଟଣା ଦେଖିବାକୁ ମିଳିବ। ଯାହା ଯୋଗୁଁ ଦିନ ଛୋଟ ହେବ। ଏହିପରି ଘଟଣା ୬ମାସ ଧରି ଜାରି ରହିବ।

ଏହି ସମୟରେ ଗୋଟିଏ ଦିନ ଏମିତି ଆସିବ,ଯେଉଁ ଦିନ ରାତି ଓ ଦିନର ସମୟ ଛୋଟ ବଡ଼ ନ ରହି ସମାନ ରହିବ। ୨୦ରୁ ୨୨ ସେପ୍ଟେମ୍ୱର ଭିତରେ ଏହି ସମୟ ଆସିଥାଏ। ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଦିନ ଛୋଟ ରହିବ ଏବଂ ଏହା ପରେ ଦିନ ବଡ଼ ହେବାକୁ ଲାଗିବ। ଏହା ସହିତ ସୂର୍ଯ୍ୟଙ୍କର ଗତି ଉତ୍ତରାୟନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story